Browsing Tag

bhubaneswar

ଆରମ୍ଭ ହେଲା ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ: ବିମାନବନ୍ଦରରୁ ତ୍ରିଶୁଳିଆ ମଧ୍ୟରେ ରହିବ ୨୦ଟି ରେଳ ଷ୍ଟେସନ୍‌

ଭୁବନେଶ୍ୱର (କେନ୍ୟୁଜ): ଆରମ୍ଭ ହେଲା ମେଟ୍ରୋ ରେଳ କାମ । ବାରଙ୍ଗ ରତାଗଡ଼ରେ ମେଟ୍ରୋ ଡିପୋ କାମ ଆରମ୍ଭ ହୋଇଛି । ଦିଲ୍ଲା ମେଟ୍ରୋ ରେଳ କର୍ପୋରସେନ ପକ୍ଷରୁ ଏହାର ନିର୍ମାଣ କାମ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପଥ ନିର୍ମାଣ…

ତାତିରେ ହନ୍ତସନ୍ତ ରାଜ୍ୟବାସୀ, ୧୧.୩୦ ସୁଦ୍ଧା ୩୬ ଡିଗ୍ରୀ ଟପିଲା ଭୁବନେଶ୍ୱରର ପାରଦ

ଭୁବନେଶ୍ୱର (କେନ୍ୟୁଜ): ଗତକାଲି ପରି ଆଜି ବି ପାରଦ ଉପରମୁହାଁ । ଆଜି ମଧ୍ୟ ଡହ ଡହ ଖରାରେ ସିଝୁଛନ୍ତି ରାଜଧାନୀବାସୀ । ସକାଳ ୮ଟା ପରେ ଘରୁ ବାହାରି କଷ୍ଟକର ହୋଇପଡ଼ିଛି । ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ଭୁବନେଶ୍ବର ଲୋକସଭା ଆସନରେ ହେବ ବିଗ ଫାଇଟ୍, ମୁହାଁମୁହିଁ ହେବେ ଅପରାଜିତା ଓ ମନ୍ମଥ

ଭୁବନେଶ୍ବର (କେନ୍ୟୁଜ): ଏଥର ଭୁବନେଶ୍ବର ଲୋକସଭା ଆସନରେ ହେବ ଅପରାଜିତା ବନାମ ମନ୍ମଥ ରାଉତରାୟ ବିଗ ଫାଇଟ । ବିଜେଡିରୁ ମନ୍ମଥ ରାଉତରାୟ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବା ପରେ ଏହାର କଣ ରହିବ ପ୍ରଭାବ ତା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି । ଭୁବନେଶ୍ବର ଲୋକସଭା ନିର୍ବାଚନରେ କଣ…

ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକାରେ ୧୨ ମହିଳା

ଭୁବନେଶ୍ୱର(କେନ୍ୟୁଜ୍‌) : ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକାରେ ଅଛନ୍ତି ୧୨ ଜଣ ମହିଳା । ଘୋଷଣା ତାଲିକାରେ ଏମାନଙ୍କ ସଂଖ୍ୟା ୧୫ ପ୍ରତିଶତ । ପୁଣି ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ବିଜେପୁରରୁ ରୀତା ସାହୁ ଓ ଟିଟିଲାଗଡ଼ରୁ ଲଢ଼ିବେ ଟୁକୁନି ସାହୁ । କବିସୂର୍ଯ୍ୟନଗର ବିଧାୟିକା ଲତିକା…

ଭରତପୁର ଅଞ୍ଚଳରେ ହୋଲି ରଙ୍ଗ କରିବାକୁ ମନା କରିବାରୁ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ୟାପିଟାଲ ହସ୍ପିଟାଲ ଆସୁଚିକିତ୍ସା ସମ୍ମୁଖରେ ଜଣେ ମହିଳା ଷ୍ଟ୍ରେଚରେ ଶୋଇଥାନ୍ତି ଆଉ କହୁଥାନ୍ତି ସାର ମୋତେ ବଞ୍ଚାଇ ଦିଅନ୍ତୁ l ମୋ ପିଲା ଛୁଆ ସଂସାର କହି ଆଉଟୁପାଉଟୁ ହେଉଥିଲା ମହିଳା ଜଣଙ୍କ l ଏମିତି କହି ବାରମ୍ବାର ଚେତା ଶୁନ୍ୟ ହୋଇ ଯାଉଥାନ୍ତି l ଆଉ ପରିବାର…

ହୋଲି ପାଳନର ନିର୍ଦ୍ଧାରିତ ସମୟ ସରିବା ପରେ ପୋଲିସ ନେଲା ଆକ୍ସନ, ସିଜ କଲା ଡିଜେ ମେସିନ

ଭୁବନେଶ୍ୱର : ନିର୍ଦ୍ଧାରିତ ସମୟ ସରିବା ପରେ ପୋଲିସ ନେଲା ଆକ୍ସନ । ରମାଦେବୀ କଲେଜ ଛକରେ ସିଜ କଲା ଡିଜେ ମେସିନ । ରାଜଧାନୀରେ ନିର୍ଦ୍ଧାରତି ସମୟ ଦିନ ୨ଟା ଯାଏ ହୋଲି ଉତ୍ସବ ପାଳନ ନେଇ ପୋଲିସ ଆଗରୁ ସୂଚନା ଦେଇଥିଲା । ହେଲେ ରମାଦେବୀ ମହିଳା ମହାବିଦ୍ୟାଳୟ ଆଗରେ ଦିନ ୨ଟା ପରେ ମଧ୍ୟ…

ପୋଲିସ ଷ୍ଟେସନ ସାମ୍ନାରେ ୨୪ ଲଗ୍‌ଜୁରିୟସ୍‌ କାର୍‌ , କିନ୍ତୁ ଏ ଗାଡ଼ି କାହାର ଏବଂ ଏଠାକୁ କେମିତି ଆସିଲା

ଭୁବନେଶ୍ବର: ଫୋରସେ, ମର୍ସିଡିଜ, ଅଡି, ରେଞ୍ଜରୋଭର ଓ BMW ଏ ସମସ୍ତ ଗାଡ଼ି ଥାନା ଆଗରେ ଲମ୍ବା ଲାଇନରେ ଠିଆ ହୋଇଛି। ଟ୍ରାଫିକ ନିୟମ ଉଲଂଘନ ଅଭିଯୋଗରେ ଏହିସବୁ ଦାମୀ ଗାଡିକୁ ଜବତ କରିଛି କମିଶନରେଟ ପୋଲିସ। ଗାଡି ଚାଳକଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ବ୍ଲକିଂ ଚେକିଂ ବେଳେ ଜବତ ହୋଇଛି ଏ…

୩ ଦିନରେ ୪ ଡିଗ୍ରୀ ବଢ଼ିବ ତାତି, ଏପ୍ରିଲ ପ୍ରଥମ ସପ୍ତାହରୁ ଅସହ୍ୟ ହେବ ତାତିର ପ୍ରକୋପ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଉପରମୁହାଁ ପାରଦ । ୨୯ ତାରିଖ ବେଳକୁ ଅଧିକାଂଶ ସ୍ଥାନରେ ତାପମାତ୍ରା ଛୁଇଁବ ୪୦ ଡିଗ୍ରୀ । ଏପ୍ରିଲ ପ୍ରଥମ ସପ୍ତାହରୁ ଅସହ୍ୟ ହେବ ତାତିର ପ୍ରକୋପ । ଆଗାମୀ ୩ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ଥିବା ଭୁବେନଶ୍ବର ପାଣିପାଗ…

ମଦ୍ୟପାନ କରି ଗାଡ଼ି ଚଲାଉଥିଲେ, ୨୦ରୁ ଊର୍ଦ୍ଧ୍ବ ଦାମୀ ଗାଡ଼ି ଜବତ କଲା ପୋଲିସ

ଭୁବନେଶ୍ୱର(କେନ୍ୟୁଜ୍‌) : ଡ୍ରିଙ୍କ ଆଣ୍ଡ ଡ୍ରାଇଭ ବିରୋଧରେ କମିସନରେଟ ପୋଲିସର କଡ଼ା ଆକ୍ସନ। ମଦ ପିଇ ଗାଡ଼ିଚାଳନା କରୁଥିବା ଗାଡ଼ିଚାଳକଙ୍କ ଗାଡ଼ିକୁ ଜବତ କରିଛି ପୋଲିସ । ଗତକାଲି ରାତିରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚେକିଂ କରିଥିଲା ପୋଲିସ । ଆଉ ଗୋଟିଏ ରାତିରେ ୨୦ରୁ ଅଧିକ ଦାମୀ ଗାଡ଼ି…

ଟ୍ରାଫିକରେ ପୋଲିସକୁ ଦେଖି ୟୁଟର୍ନ ନେଉଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ

ଟ୍ରାଫିକରେ ପୋଲିସକୁ ଦେଖି ୟୁଟର୍ନ ନେଉଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ । ଆପଣମାନେ ମଧ୍ୟ କେବେ ନା କେବେ ଟ୍ରାଫିକ ରୁଲ ନ ମାନି କିମ୍ବା ହେଲମେଟ ନପିନ୍ଧି ପୋଲିସକୁ ଦେଖି ୟୁଟର୍ନ ମାରିଥିବେ । କିନ୍ତୁ କେବେ ଏହାର ପରିଣାମ ବିଷୟରେ ଚିନ୍ତା କରିଛନ୍ତି କି? ଆମେ ଆପଣଙ୍କୁ ଏକଥା କହିବାର…

ରାଜଧାନୀରେ ପୁଣି ହାତୀ ଆତଙ୍କ, ସାଲିଆସାହିରେ ବୁଲୁଛି ଦନ୍ତା

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ପୁଣି ହାତୀ ଆତଙ୍କ। ଭୁବନେଶ୍ବର ସାଲିଆସାହି ହାତୀଶୁଆଣି ଛକରେ ବୁଲୁଛି ଦନ୍ତା । ଗତକାଲି ରାତିରେ ହାତୀଟି ପାଚେରୀ ଭାଙ୍ଗି ପଶି ଆସିଥିଲା। ତେବେ ହାତୀଟି କାହାରି କୌଣସି କ୍ଷତି କରିନି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ହାତୀକୁ ଘଉଡାଇ ଦେଇଥିଲା। ସହର…

ଲୁଟେରାଙ୍କୁ ନାହିଁ ପୋଲିସ ଭୟ ! ବ୍ୟାଙ୍କ ସମ୍ମୁଖରୁ ଝାମ୍ପିନେଲେ ୩ ଲକ୍ଷ ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ମାତିଛନ୍ତି ଲୁଟେରା । ନୂଆ ନୂଆ କୌଶଳ ଆପଣାଉଛନ୍ତି। କିଛି ଦିନ ତଳେ ରାଜଧାନୀରେ ଆତଙ୍କ ଖେଳାଇଥିବା ୯ ଜଣ ଲୁଟେରାଙ୍କୁ ବାନ୍ଧିଥିଲା କମିସନରେଟ ପୋଲିସ । ଘର, ଆପାର୍ଟମେଣ୍ଟ ପରେ ଏବେ ସେମାନଙ୍କ ନଜର ଏଟିଏମ୍‌ କାଉଣ୍ଟର ଓ ବ୍ୟାଙ୍କରୁ ଟଙ୍କା ଉଠାଇ ଥିବା…