ନର୍ଲା ବିଧାୟକ ଭୂପିନ୍ଦର ସିଂହ ଆହତ, ବ୍ୟାଟିଂ କରୁଥିବା ସମୟରେ ପଡିଗଲେ ତଳେ
କଳାହାଣ୍ଡି ( କେନ୍ୟୁଜ) : କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବାକୁ ମୁଖ୍ୟ ଅତିଥି ଭାବରେ ଯାଇଥିଲେ ନର୍ଲା ବିଧାୟକ ଭୁପିନ୍ଦର ସିଂହ । ଏହି ସମୟରେ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ବ୍ୟାଟିଂ କରୁଥିବା ସମୟରେ ମୁହଁ ମାଡି ପଡି…