Browsing Tag

bhusandapur khurdha

ଝିଅର ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ହଣାକଟାରେ ଜାରି ଜଣ ଆହତ ଓ ଜଣେ ଗୁରୁତର

ଟାଙ୍ଗି (ଖୋର୍ଦ୍ଧା) କମେଣ୍ଟ ମାରିବା ଘଟଣାକୁ ନେଇ ହଣାକଟା । ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ଗୋବର୍ଦ୍ଧନପୁରରେ ବୁଲିଲା କଟୁରୀ । କାଟୁରି ଚୋଟରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ପରିବାର ମଧ୍ୟରେ ଏଭଳି ଘଟଣା ଘଟିଛି । ଆହତଙ୍କ ମଧ୍ୟରେ ଜଣେ ମହିଳା ଗୁରୁତର ଅଛନ୍ତି। ସେମାନଙ୍କୁ ଟାଙ୍ଗୀ…