Browsing Tag

bicycle theft

ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା, ସାଇକେଲ ଚୋରି ସନ୍ଦେହରେ ଯୁବକଙ୍କୁ ହାଣି ହତ୍ୟା

ପିପିଲି : ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅଣ୍ଡିଲୋ ଗାଁ ଦାଣ୍ଡ ହେଲା ରକ୍ତରଞ୍ଜିତ । ସାଇକେଲ ଚୋରି ସନ୍ଦେହରେ ଖଣ୍ଡାରେ ହାଣି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ପୁଅକୁ ରକ୍ଷା କରିବାକୁ ଯାଇ ମା’ ସମେତ ଦୁଇ ଗୁରୁତର ଆହତ ହୋଇଛି । ମୃତ ଯୁବକ ହେଲେ ବାଲିଅନ୍ତା ପଞ୍ଚାୟତ ଅଣ୍ଡିଲୋ ୫ ନମ୍ବର…