Browsing Tag

bidyabharati

୩୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ, ନିଜ ସ୍ୱାମୀଙ୍କୁ ବଞ୍ଚେଇବାକୁ କୌଣସି ଉଦ୍ୟମ କରିନଥିଲେ…

ପାରଳାଖେମୁଣ୍ଡି(କେନ୍ଯୁଜ୍): ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ । ୩୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ । ପାରଳାଖେମୁଣ୍ଡି ସ୍ଥିତ ଦୌରାଜଜ୍‌ ଅଦାଲତା ପରିସରରେ ଥିବା ସିଏସଆଇ କାର୍ଯ୍ୟାଳୟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ…

ବଲାଙ୍ଗୀରରେ ବିଦ୍ୟାଭାରତୀ, ଏଲ.ଆଇ ତାଲିମ କେନ୍ଦ୍ରରେ ଦେଉଛନ୍ତି ଫାଇନାଲ ସେମିଷ୍ଟାର

ବଲାଙ୍ଗୀର(କେନ୍ଯୁଜ୍): ବଲାଙ୍ଗୀରରେ ପାରଳା ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟା ଭାରତୀ । ଏଲ.ଆଇ ତାଲିମ କେନ୍ଦ୍ରରେ ଫାଇନାଲ ସେମିଷ୍ଟାର ପରୀକ୍ଷା ଦେଉଛନ୍ତି ବିଦ୍ୟା । ଏଠାରେ ସେ ୮ ଦିନ ରହିବେ । ବିଦ୍ୟାଭାରତୀ ଏବେ ମାନସିକ ଚାପରେ ଅଛନ୍ତି ବୋଲି ତାଙ୍କ ବାପା କହିଛନ୍ତି । ଆଜି…

ପଲିଗ୍ରାଫ ଟେଷ୍ଟରେ ୩ ଘଣ୍ଟା ଧରି ଶହେ ପ୍ରଶ୍ନର ସାମ୍ନା କଲେ ବିଦ୍ୟା, ବ୍ୟତିବ୍ୟସ୍ତ ହୋଇ କାନ୍ଦି ପକାଇଲେ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ଷ୍ଟେଟ ଫରେନସିକ ଲ୍ୟାବରେ ବିଦ୍ୟାଭାରତୀ। ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପଲିଗ୍ରାଫ ଟେଷ୍ଟ। କ୍ରାଇମବ୍ରାଞ୍ଚର ପ୍ରଶ୍ନବାଣରେ ହଡବଡେଇ ଗଲେ ବିଦ୍ୟା। ବ୍ୟତିବ୍ୟସ୍ତ ହୋଇ କାନ୍ଦି ପକାଇଥିବା ଜଣାପଡ଼ିଛି। ଦୀର୍ଘ ୩ ଘଣ୍ଟା…

ଖୋଲିବ ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ: ବିଦ୍ୟାଭାରତୀଙ୍କୁ ୫ଜଣିଆ କ୍ରାଇମବ୍ରାଞ୍ଚ ଟିମର ପଚରାଉଚରା

ବାରିପଦା(କେନ୍ଯୁଜ୍): ଖୋଲିବ ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ । ବିଦ୍ୟାଭାରତୀଙ୍କୁ କ୍ରାଇବ୍ରାଞ୍ଚର ଜେରା। ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ଥିବା ବିଦ୍ୟାଙ୍କ ଘରେ ୫ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି ତାଙ୍କୁ ପଚରାଉଚରା କରୁଛନ୍ତି । DSP ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ…

ସୌମ୍ୟଙ୍କ ମାଆଙ୍କ ଆତ୍ମାହୂତି ଚେତାବନୀ, ପୁଣି ଜେରା ପାଇଁ ପାରଳା ଯିବେ ବିଦ୍ୟା

ପାରଳାଖେମୁଣ୍ଡି(କେନ୍ୟୁଜ ଓଡ଼ିଶା): ପାରଳାଖେମୁଣ୍ଡି ଯିବେ ବିଦ୍ୟାଭାରତୀ। ତଦନ୍ତରେ ସହଯୋଗ କରିବା ପାଇଁ ପୁଣି ଥରେ ବିଦ୍ୟାଭାରତୀଙ୍କୁ କରାଯିବ ଜେରା। ଏନେଇ ପୋଲିସ ମଧ୍ୟ ପ୍ରସ୍ତୁତ। ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ଘଟଣାଠୁ କିପରି ଅଛପା ରହିଲେ ବିଦ୍ୟା, ସେ ନେଇ ପୁୁନର୍ବାର ତଦନ୍ତ…

ଆଜି ପୁଣି ଥରେ ବିଦ୍ୟାଙ୍କୁ ଜେରା ! ଗଜପତି ଯାଇ ତଦନ୍ତରେ ସହଯୋଗ କରିବା ପାଇଁ କରାଯିବ ନୋଟିସ୍‌

ପାରଳାଖେମୁଣ୍ଡି(କେନ୍ଯୁଜ୍): ବିଦ୍ୟାଭାରତୀଙ୍କୁ ମାରାଥନ୍‌ ଜେରା। ଗତକାଲି ୪ଘଣ୍ଟା ଧରି ପଚରାଉଚରା କରିଥିଲା ସ୍ୱତନ୍ତ୍ର ତଦନ୍ତକାରୀ ଦଳ। ଆଜି ପୁଣି ଥରେ ବିଦ୍ୟାଙ୍କୁ ଜେରା କରିପାରେ ପୋଲିସ। ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ତଦନ୍ତରେ ସହଯୋଗ କରିବା ପାଇଁ…

ମୟୁରଭଞ୍ଜ କପ୍ତିପଦାରେ ଅଧିକ ତଥ୍ୟ ସଂଗ୍ରହ କରିବ ପାରଳା ପୋଲିସ୍ ଟିମ୍‌, ବିଦ୍ୟାଭାରତୀଙ୍କୁ ପୁଣି ଥରେ ହେବ ଜେରା

ମୟୁରଭଞ୍ଜ(କେନ୍ଯୁଜ୍): ମୟୁରଭଞ୍ଜ କପ୍ତିପଦାରେ ପାରଳା ପୋଲିସ୍ ଟିମ୍‌। ବିଦ୍ୟାଭାରତୀଙ୍କୁ ପୁଣି ଥରେ ହେବ ଜେରା। ପାରଳା ପୋଲିସ୍ ଟିମ୍‌ ବିଦ୍ୟାଙ୍କ ପୈତୃକ ଘର ମୟୂରଭଞ୍ଜ ଜିଲ୍ଲା କପ୍ତିପଦାକୁ ଯିବ । ଅଧିକ ତଥ୍ୟ ସଂଗ୍ରହ କରିବ ତଦନ୍ତକାରୀ ଟିମ୍‌ । ଘଟଣା ଦିନ ଘର ଭିତରେ ଥିଲେ ବିଦ୍ୟାଭାରତୀ…

ପାରଳାଖେମୁଣ୍ଡିରେ ରହିବା ପରେ ଘରକୁ ଟଙ୍କା ପଠାନ୍ତି ନାହିଁ ସୌମ୍ୟ, ତାଙ୍କ ଦରମାରେ ମନ ଇଚ୍ଛା ନାମୀଦାମୀ ଜିନିଷ…

ପାରଳାଖେମୁଣ୍ଡି(କେନ୍ଯୁଜ୍):ପାରଳାଖେମୁଣ୍ଡି ACF ସୌମ୍ୟଙ୍କ ମୃତ୍ୟୁ ରହସ୍ୟରୁ ଏଯାଏ ହଟୁନି ପରଦା । କିନ୍ତୁ ମାମଲାରେ ଆସୁଛି ନୂଆ ଟ୍ଵିଷ୍ଟ। ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ୧୯ ଦିନ ପରେ ମଧ୍ୟ ପୋଲିସର ହାତ ଖାଲି। ସୌମ୍ୟଙ୍କ ପରିବାର ଲୋକ ନ୍ୟାୟକୁ ଅପେକ୍ଷା କରିଛନ୍ତି। ଅନ୍ୟପଟେ…

ବିଦ୍ୟାଭାରତୀଙ୍କ ସହ ଅକ୍ଷୟ ଓ ଜ୍ୟୋତିଙ୍କ କି ସମ୍ପର୍କ ? ଗିରଫ କରି ତଦନ୍ତ କରିବାକୁ ସୌମ୍ୟଙ୍କ ପରିବାର ପକ୍ଷରୁ ଦାବି

ପାରଳାଖେମୁଣ୍ଡି(କେନ୍ଯୁଜ୍): ସୌମ୍ୟଙ୍କ ମୃତ୍ୟୁ ଘଟଣାକୁ ବିତିଲାଣି ୧୪ ଦିନ । ହେଲେ ମୃତ୍ୟୁ ରହସ୍ୟ ଭେଦିପାରିନି ପୋଲିସ । କେମିତି ତାଙ୍କ ଶରୀରରେ ନିଆଁ ଲାଗିଲା ତାହା ଜଣାପଡ଼ିନି । ଏବେ ଅକ୍ଷୟଙ୍କ ପରେ ସାମ୍ନାକୁ ଆସିଛି ଜ୍ୟୋତିଙ୍କ ନାଁ । ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ର…

ସାମ୍ନାକୁ ଆସିଲା ବିଦ୍ୟାଭାରତୀଙ୍କ ହେଟ୍‌ ଲେଟର ନମ୍ବର ଥ୍ରୀ: ଅକ୍ଷୟଙ୍କ ନାଁକୁ ନେଇ ଚର୍ଚ୍ଚା, ଗିରଫ ଦାବିରେ…

ପାରଳାଖେମୁଣ୍ଡି(କେନ୍ଯୁଜ୍): ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଖିଅ ଖୋଜୁଛି ପୋଲିସ । ବଲାଙ୍ଗୀରରୁ ଫେରିଲା ପାରଳାଖେମୁଣ୍ଡିର ୫ ଜଣିଆ ପୋଲିସ ଟିମ୍‌ । ଗତକାଲି ବଲାଙ୍ଗୀରରେ ପହଞ୍ଚି ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ଉପନିର୍ଦ୍ଦେଶକଙ୍କ ସମେତ କିରାଣୀ ଓ ପିଅନଙ୍କୁ ପଚରାଉଚରା କରି…

ମୁଁ ଚାକିରୀରୁ ଇସ୍ତଫା ଦେଇ ତମ ଚାକର ହୋଇ ରହିବି, ଚିଠିରେ ଏମିତି କାହିଁକି ଲେଖିଥିଲେ ACF ସୌମ୍ୟ ରଞ୍ଜନ

ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ରହସ୍ୟ ବଢୁଥିବାବେଳେ ଏବେ ହସ୍ତଗତ ହୋଇଛି ସୌମ୍ୟଙ୍କ ହାତଲେଖା ଚିଠି। ଯେଉଁଥିଲେ ସେ ପତ୍ନୀ ବିଦ୍ୟାଭାରତୀଙ୍କୁ ବହୁତ ଭଲ ପାଉଥିବା ଜଣାପଡିଛି। ମୁଁ ଚାକିରୀରୁ ଇସ୍ତଫା ଦେଇ ତମ ଚାକର…

କିଛି ବି କରି ଛାଡପତ୍ର କରାଇଦିଅ….ଜବତ ହେଲା ବିଦ୍ୟାଭାରତୀଙ୍କ ଆଉ ଏକ ହାତ ଲେଖା ଚିଠି

ପାରଳାଖେମୁଣ୍ଡି (କେନ୍ଯୁଜ୍): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା ପୁଣି ଟ୍ଵିଷ୍ଟ । ଜବତ ହେଲା ପତ୍ନୀ ବିଦ୍ୟା ଭାରତୀଙ୍କ ଆଉ ଏକ ଘୃଣାପୂର୍ଣ୍ଣ ହାତ ଲେଖା ଚିଠି । ଯେଉଁଥିରେ ଲେଖାହୋଇଛି ଭଗବାନ ଶତ୍ରୁକୁ ବି ଏମିତି ଲୋକ ନ ଦିଅନ୍ତୁ। ଏତେ ଦୁଃଖରେ କହିଲି ତଥାପି ମୋ ଆଖି…