Browsing Tag

big boss

ବିଗ୍ ବସ୍ ଘରେ ଶୋଇବାରେ ଅଧିକ ସମୟ ବିତାଉଥିଲେ ଅମାଲ୍ ମଲ୍ଲିକ୍, ୱିକେଣ୍ଡରେ ଅମାଲ୍ ଙ୍କ ଉପରେ ରାଗିଲେ ସଲମାନ

ଦିଲ୍ଲୀ: ବିଗ୍ ବସ୍ ୧୯ ସବୁବେଳେ ଚର୍ଚ୍ଚାରେ ରହିଛି । ଏହି ଶୋ’ରେ ଝଗଡ଼ା, ବନ୍ଧୁତା ବଦଳାଇବା ଏବଂ ନୂଆ ଟାସ୍କ ମାଧ୍ୟମରେ ଖେଳରେ ଆସୁଥିବା ମୋଡ଼ ଦର୍ଶକଙ୍କୁ ବେଶ ମନୋରଞ୍ଜନ କରୁଛି । ବର୍ତ୍ତମାନ ୱିକେଣ୍ଡ୍ ର ସମୟ ଆସିଛି । ସଲମାନ ଅମାଲକୁ ଅତ୍ୟଧିକ ସମୟ ଶୋଇବା ଏବଂ ଖେଳରେ କୌଣସି ପ୍ରକୃତ…

ସଲମାନ ଖାନଙ୍କ ବିଗ୍ ବସ୍ ଶୋ’ରେ ଲାଗିବ ଚାରଚାନ୍ଦ୍, WWE ରେସଲର ଅଣ୍ଡରଟେକର କରିବେ ଏଣ୍ଟ୍ରି !

ଖୁବ୍ ଶୀଘ୍ର ଆସିବାକୁ ଯାଉଛି ସଲମାନ ଖାନଙ୍କ ବିଗ୍ ବସ୍ ଶୋ’ । ଯାହାକୁ ନେଇ ଉତ୍ସାହରେ ରହିଛନ୍ତି ଦର୍ଶକ । ଏହି ଶୋରେ ପ୍ରତିଯୋଗୀ ଭାବେ ଜେଉଁମାନେ ସାମିଲ ହେବେ ତାହାକୁ ନେଇ ସନ୍ଦେହ ରହିଥିଲା । ବର୍ତ୍ତମାନ କିନ୍ତୁ ତାହା ସ୍ପଷ୍ଟ ହୋଇଛି । ଏହି ଶୋରେ ଯେଉଁମାନେ ସାମିଲ ହେବାକୁ ଯାଉଛନ୍ତି…

ପହଲଗାମରେ ସହିଦ ହୋଇଥିବା ଯବାନ ବିନୟ ନରୱାଲଙ୍କ ପତ୍ନୀଙ୍କୁ ବିଗ୍ ବସରେ ସାମିଲ ହେବାକୁ ମିଳିବ କି ସୁଯୋଗ ?

’ବିଗବସ ଶୋ’ରେ ସାମିଲ ହେବେ ସହିଦ ଯବାନ ବିନୟ ନରୱାଲଙ୍କ ପତ୍ନୀ ହମାଂଶୀ ନରୱାଲ । ଯିଏ କି ପହଲଗାମ ଆକ୍ରମଣ ସମୟରେ ବଳିଦାନ ଦେଇଥିଲେ । ସେହି ସମୟରେ ହିମାଂଶୀ ନରୱାଲଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ବିବାହ ପରେ ପହଲଗାମ ବୁଲିବାକୁ ନବଦମ୍ପତ୍ତି ଯାଇଥିବା ସମୟରେ ଏପରି ଅଘଟଣ…

ସଲମାନ ଖାନଙ୍କ ‘ବିଗ୍ ବସ୍ ୧୯’ ଶୋ’ରେ କେଉଁମାନେ ଅଛନ୍ତି ପ୍ରତିଯୋଗୀ,ଜାଣନ୍ତୁ …

ଟେଲିଭିଜନର ଏକ ଲୋକପ୍ରିୟ ବିବାଦୀୟ ରିଆଲିଟି ଶୋ' ହେଉଛି ‘ବିଗ୍ ବସ୍ ’ । ଯାହାକି ପ୍ରଶଂସକଙ୍କ ମଧ୍ୟରେ  ସବୁବେଳେ ଚର୍ଚ୍ଚାରେ ରହିଥାଏ । ସମସ୍ତେ ସଲମାନ ଖାନଙ୍କ ଶୋ'ର ଆଗାମୀ ସିଜିନ୍ ପାଇଁ ଅପେକ୍ଷା କରିଛନ୍ତି । ନିକଟରେ ଜିଓ ହଟଷ୍ଟାରରେ  ବିଗବସ ର ଏକ ଟିଜର ସେୟାର କରାଯାଇଥିଲା, ଯାହା…

ବଲିଉଡରେ ଅଧିକ ଟଙ୍କା କମାଉଥିବା ଷ୍ଟାର, ପ୍ରତି ମାସରେ ଚାର୍ଜ କରନ୍ତି ୬୦ କୋଟି

ସବୁଠାରୁ ଅଧିକ ଟଙ୍କା କମାଇଥିବା ଟିଭି ଷ୍ଟାର ହେଉଛନ୍ତି ବଲିଉଡ ସୁପରଷ୍ଟାର ସଲମାନ ଖାନ । ସଲମାନ ଖାନ ବିଗ୍ ବସ୍ ୧୮ ସିଜିନର ହୋଷ୍ଟ କରିବା ପାଇଁ ପ୍ରତି ମାସରେ  ୬୦ କୋଟି ଟଙ୍କା ଚାର୍ଜ କରନ୍ତି ବୋଲି ସୂଚନା ମିଳୁଛି । ଯାହାର ପ୍ରିମିୟର ଅକ୍ଟୋବର ୬, ୨୦୨୪ରେ କଲର୍ସ ଟିଭି ଏବଂ…

ବିଗ୍ ବସ୍ ଫେମ୍ ଅଭିଜିତ ବିଚୁକଲେ ପାଇଲେ ମାତ୍ର ୯୪ ଭୋଟ୍

ବିଗ୍ ବସ୍ ଫେମ୍ ଅଭିଜିତ ବିଚୁକଲେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ବାରାମତି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ୁଥିଲେ । ଅଭିଜିତ୍ ବିଚୁକଲେଙ୍କୁ ଏହି ନିର୍ବାଚନରେ ମାତ୍ର ୯୪ଟି ଭୋଟ୍ ମିଳିଛି । ଏପରି କି, ତାଙ୍କଠୁ ପ୍ରାୟ ୭ ଗୁଣ…

ବଢିଲା ବିଗବସ୍‌ ଅଡୁଆ, ମହିଳାଙ୍କ ସୁରକ୍ଷା ପାଇଁ କର୍ଣ୍ଣାଟକ ମହିଳା ଆୟୋଗ ପଠାଇଲା ନୋଟିସ

ବିବାଦରେ ବିଗବସ୍‌ । ହେଲେ ଏଥର ବିଗବସ୍‌ ୧୮ ନୁହେଁ ବରଂ ବିଗବସ୍‌ କନ୍ନଡ ୧୧ । ପୁଣିଥରେ କାଠଗଡାକୁ ଯାଇଛି ବିଗବସ୍‌ । ବିଗବସ୍‌ କନ୍ନଡ ବିରୋଧରେ କର୍ଣ୍ଣାଟକ ରାଜ୍ୟ ମହିଳା ଆୟୋଗ ଏବଂ କର୍ଣ୍ଣାଟକ ପୋଲିସ ଗୋପନୀୟତା ଭଙ୍ଗ କରିବା ନେଇ ମେକର୍ସ ବିପକ୍ଷରେ ନୋଟିସ ଜାରି କରିଛି ।…

ସୁଟିଂ ସେଟରେ ଅନ୍ୟାୟର ଶିକାର ହୋଇଥିଲେ ଶେହଜାଦ୍‌ ଧାମି , ବଖାଣିଲେ ନିଜ ଦୁଃଖ

ଆରମ୍ଭ ହୋଇଯାଇଛି ବିଗବସ୍‌ ୧୮ । ସଲମନ ଖାନ୍‌ ପୁଣିଥରେ ଦବଙ୍ଗ ଅନ୍ଦାଜରେ ସୋ’ର ୧୭ କଣ୍ଟେଷ୍ଟେଣ୍ଟଙ୍କୁ ସ୍ୱାଗତ କରିଛନ୍ତି । ଲୋକପ୍ରିୟ ଟେଲିଭିଜନ ଅଭିନେତା ଶେହଜାଦ୍‌ ଧାମୀ ମଧ୍ୟ ବିଗବସ ୧୮ରେ ଦମଦାର ଅନ୍ଦାଜରେ ଏଣ୍ଟ୍ରି କରିଥିଲେ ଏବଂ ପ୍ରିମିୟର ଏପିସୋଡ୍‌ ସମୟରେ ଅନେକ ଜବରଦସ୍ତ…

ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ ତଥା Big Boss ବିଜେତା ଏଲବିସ ଯାଦବଙ୍କ ସମ୍ପତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, କୋଟିପତି…

ପପୁଲାର ସୋ ‘ବିଗ୍‌ ବସ୍‌ ଓଟିଟି ୨’ କୁ ମିଳିଯାଇଛି ତାହାର ବିଜେତା । ପ୍ରଥମ ଥର ପାଇଁ ‘ବିଗ୍‌ ବସ୍‌’ ରେକର୍ଡ ଭାଙ୍ଗିଛି ଏଥରର ଓ୍ଵାଇଲ୍ଡ କାର୍ଡ ଏଣ୍ଟ୍ରି । ୟୁଟ୍ୟୁବର ଏଲବିସ ଯାଦବ ବନିଛନ୍ତି ସୋ’ର ବିଜେତା । ଏଲବିସ ଯାଦବ ବିଗ୍‌ ବସ୍‌ ର ଟ୍ରଫିକୁ ହାତେଇବା ସହ ୨୫ ଲକ୍ଷ ଟଙ୍କାର…

ବିଗ୍ ବସ୍ OTT 2 ର ହୋଷ୍ଟିଂବେଳେ ସଲମାନଙ୍କ ହାତରେ ସିଗାରେଟ୍, ଭାଇରାଲ୍ ହେଲା ଫଟୋ

ବିଗ୍ ବସ୍ OTT-2 ୱିକେଣ୍ଡ୍ କା ୱାର୍ ଏପିସୋଡ୍ ସମୟରେ ସଲମାନ ଖାନ ମଞ୍ଚ ଉପରେ ଧୂମପାନ କରୁଥିବା ଦେଖିବାକୁ ମିଳିଛି । ଗତ ଶନିବାର ରାତିରେ ଅଭିନେତା ବିଗ୍ ବସ୍ OTT 2 ର ସେଟ୍କୁ ଆସିଥିଲେ । ବିଗ୍ ବସ୍ ଘରେ ସପ୍ତାହ ଯାକର ଇଭେଣ୍ଟଗୁଡିକ ଜାଣିବା ଏବଂ ପ୍ରତିଯୋଗୀମାନଙ୍କୁ କଣ କହିବେ ସେଥିପାଇଁ…

‘ତୁମେ ବିଗ୍ ବସ୍ ଚଳାଉନ’: ଏମିତି କହି ୱିକେଣ୍ଡ କା ଓ୍ୱାର୍ ଏପିସୋଡରେ ସାଜିଦ୍ ଖାନଙ୍କ କ୍ଲାସ୍ ନେଲେ…

ମୁମ୍ବାଇ: ଏହି ସପ୍ତାହରେ ବିଗ୍ ବସ୍ ରେ ଅନେକ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା। ଯାହାଫଳରେ ଅନେକ ପ୍ରତିଯୋଗୀଙ୍କ ମଧ୍ୟରେ ଝଗଡା ହୋଇଥିଲା। କିନ୍ତୁ ଅର୍ଚ୍ଚନା ଏବଂ ସାଜିଦ୍ ଖାନଙ୍କ ଝଗଡା ପୁରା ସୋ’ର ଲାଇମଲାଇଟ୍ ପାଲଟିଥିଲା । ଏହି ଝଗଡାରେ ସାଜିଦ୍ ଏବଂ ଅର୍ଚ୍ଚନା ପରସ୍ପରକୁ ବହୁତ…