ଉତ୍ତରପ୍ରଦେଶ : ଟ୍ରାକ୍ଟରକୁ ଧକ୍କା ହେଲା ଟ୍ରକ, ୪ ମୃତ, ୧୩ରୁ ଅଧିକ ଆହତ
ଉତ୍ତରପ୍ରଦେଶ ମେନପୁରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ୧୩ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଟ୍ରାକ୍ଟର ଟ୍ରଲିର ଲାଇଟ ଖରାପ ହୋଇଯିବାରୁ ରାସ୍ତା କଡରେ ଟ୍ରାକ୍ଟର ଡ୍ରାଇଭର ଏହାକୁ ସଜାଡୁଥିବା ବେଳେ ଟ୍ରକ ଧକ୍କା ଦେଇଥିଲା । ଘଟଣାଟି ଭୋର ୪.୩୦ ମିନିଟରେ ହୋଇଛି । ଘଟଣା…
Read More...