Browsing Tag

big python

କଳାହାଣ୍ଡି : ଗୋଲମୁଣ୍ଡା ମହାଦେବ ମନ୍ଦିର ପଦ୍ମ ପୋଖରୀରେ ଦେଖାଦେଲା ବିରାଟ ଅଜଗର ସାପ, ଉଦ୍ଧାର କଲା ବନବିଭାଗ

ଧର୍ମଗଡ଼(କେନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା  ଗ୍ରାମରେ ଶିବ ମନ୍ଦିର ବଡ଼ ପୋଖରୀ ଠାରେ ଆଜି ଏକ ବିରଳ ଅଜଗର ସାପ ଦେଖିବାକୁ ମିଳିଥିଲା ।ଏହି ଦୃଶ୍ୟ ସ୍ଥାନୀୟ ଲୋକ ଦେଖିବା ପରେ ଫରେଷ୍ଟର ରମେଶ ପଣ୍ଡାଙ୍କୁ ଖବର ଦିଆଯାଇଥିଲା।  ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଁଚି ସାପଟିକୁ …

ଅଜଗର ଆମ ଝିଅ ! ସେ ଗର୍ଭବତୀ ଅଛି, ଆମେ ତା ଦାୟିତ୍ୱ ନେବୁ…

ଖୋର୍ଦ୍ଧା (କେ ନ୍ୟୁଜ): ସାପ ଦେଖିଲେ ସାଧାରଣ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଥାଏ। ବିଶେଷ କରି ଅଜଗର ସାପ। କିନ୍ତୁ ଲୋକମାନେ ଏହି ଅଜଗର ସାପ କୁ ବର୍ତ୍ତମାନ ସୁରକ୍ଷା ଦେଇଛନ୍ତି। ସେଥିରେ ଚନ୍ଦକା ବନ ଵିଭାଗ ମଧ୍ୟ ସହାୟତା କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ନିକଟସ୍ଥ…

ଯାଜପୁର: ଚାହୁଁ ଚାହୁଁ ଛେଳି ଛୁଆକୁ ଗିଳିଦେଲା ଏହି ବିରାଟ ଅଜଗର ସାପ, ଗାଁ ଲୋକେ ଓ ସ୍ନେକ ହେଲ୍ପଲାଇନ ସଦସ୍ୟ କଲେ…

ଯାଜପୁର ରୋଡ(କେନ୍ୟୁଜ୍): ସୁକିନ୍ଦା ବନାଞ୍ଚଳ ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତର କୋଇଲ ଗ୍ରାମ ପାଖରୁ ଏକ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ସାପଟି ଏକ ଶାବକ ଛେଳି ଛୁଆକୁ ଗିଳି ଦେଇଥିବା ବେଳେ ଗ୍ରାମବାସୀଙ୍କ ନଜରକୁ ଆସିଥିଲା । ଗ୍ରାମ ଲୋକେ ତୁରନ୍ତ ବନବିଭାଗ କର୍ମଚାରୀ ଓ ସ୍ନେକ…

ଗଜପତି: ଆର.ଉଦୟଗିରି ନଦୀ ତୁଠ ରାସ୍ତାରେ ଦେଖାଗଲା ବିରାଟ ଅଜଗର, ଭୟରେ ବାଡେଇ ବାଡେଇ ମରିଦେଲେ ଲୋକେ

ମୋହନା(କେନ୍ୟୁଜ୍):  ଗଜପତି  ଜିଲ୍ଲା ଆର.ଉଦୟଗିରି  ମହିଳା ନଦୀ ତୁଠ ରାସ୍ତାରେ ସନ୍ଧ୍ୟା ୭ ଟା ସମୟରେ  ଏକ ଅଜଗର ସାପ ଦେଖାଯାଇଥିଲା l କିଛି ବ୍ୟକ୍ତି ଶୌଚ ପାଇଁ ନଦୀକୁ ଯିବାବେଳେ  ସାପଟିକୁ ଦେଖିଥିଲେ।  ୧୦ ଫୁଟରୁ ଉର୍ଦ୍ଧ ଲମ୍ବ ସାପଟିକୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇଯାଇଥିଲେ l…

ଅଜଗର ଏତେ ଭୋକିଲା ଥିଲା ଯେ ହରିଣକୁ ଥରକରେ ଗିଳିଦେଲା, ଦେଖନ୍ତୁ ଭିଡିଓ

ଜଙ୍ଗଲରେ ଏମିତି ଅନେକ ଅଦ୍ଭୁତ ଘଟଣା ଘଟେ ଯାହା ସାଧାରଣରେ ଆମେ ଦେଖିବାକୁ ପାଇନଥାଉ। ସେଭଳି ଏକ ଘଟଣା ହେଉଛି ଜୀବଜନ୍ତୁଙ୍କ ଶିକାର। ସାପ କୌଣସି ବିରାଟ ଜୀବକୁ ଗିଳୁଥିବା ଦୃଶ୍ୟ ବୋଧେ କେହି କେବେ ନିଜ ଆଖିରେ ଦେଖିନଥିବେ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି…

କଳାହାଣ୍ଡି: ଟ୍ରକରେ ଲୁଚିଥିଲା ବିରାଟ ଅଜଗର, ବନବିଭାଗ ଅଧିକାରୀ କଲେ ଉଦ୍ଧାର

କଟକ(କେନ୍ୟୁଜ୍): ଟ୍ରକରେ ଅଜଗର । ତେଲ ଟାଙ୍କି ଚେଚିସ ବାର ଉପରୁ ଉଦ୍ଧାର ହେଲା ବିରାଟ ଅଜଗର ସାପ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଛତିକୁଡ଼ା ଛକରେ ମାଲବାହୀ ଟ୍ରକରୁ ଅଜଗରକୁ ଉଦ୍ଧାର କରାଯାଇଛି । ଏହାର ଲମ୍ବ ପ୍ରାୟ ୭ ଫୁଟ । ଟ୍ରକ ଡ୍ରାଇଭର ଗାଡ଼ି ଚକରେ ପମ୍ପ ଚେକ କରିବା ବେଳେ ଚେଚିସ…

ଅଜଗର ମୁହଁରେ ମାଙ୍କଡ଼! ସାଥୀକୁ ବଞ୍ଚେଇବା ପାଇଁ ସଂଘର୍ଷ କରୁଛନ୍ତି ମାଙ୍କଡ଼ ଦଳ, ଦେଖନ୍ତୁ ଭାଇରାଲ ଭିଡିଓ

ଥାଇଲାଣ୍ଡର ଥାଇ ନ୍ୟାଶନାଲ ପାର୍କରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏଠାରେ ଏକ ବିରାଟ ଅଜଗର ଏକ ମାଙ୍କଡ଼କୁ ନିଜ ଅକ୍ତିଆରକୁ ନେଇଯାଇଛି। ଏହାପରେ ସେଠାରେ ଉପସ୍ଥିତ ୧୦ରୁ ଅଧିକ ମାଙ୍କଡ଼ ନିଜ ସାଥୀ ମାଙ୍କଡ଼କୁ ବଞ୍ଚେଇବା ପାଇଁ…