ଆରମ୍ଭ ହେଲା Amazon ଓ Flipkart ଜବରଦସ୍ତ ସେଲ୍: ୮୦ ରୁ ୫୦ ପ୍ରତିଶତ ରିହାତିରେ କିଣନ୍ତୁ ନିଜ ମନ ପସନ୍ଦର…
ଗ୍ରାହକଙ୍କ ପାଇଁ ରହିଛି ଖୁସି ଖବର । କାରଣ ଆଜିଠୁ ଆମାଜନ୍ ଓ ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ବିଗ୍ ବିଲିଅନ୍ ଡେ। Amazon ଓ Flipkart ବିଗ୍ ସେଲରେ ଆପଣ ନିଜ ମନ ପସନ୍ଦର ଇଲେକ୍ଟ୍ରୋନିକ୍ସ କିଣିପାରିବେ। କେବଳ ଇଲେକ୍ଟ୍ରୋନିକ୍ସ ନୁହେଁ ଘର ପାଇଁ ଓ ନିଜ ପାଇଁ ମଧ୍ୟ ଅନେକ ଉପହାର ଆପଣ ଏହି…