Browsing Tag

bigg boss 13

ବିଗ୍‌ ବସ୍‌ ୧୩ରେ ବାଜି ମାରିନେଲେ ସିଦ୍ଧାର୍ଥ ଶୁକ୍ଳା, ଆସିମ୍‌ଙ୍କୁ ଧୂଳି ଚଟାଇ ନିଜ ନାଁରେ କଲେ ଟାଇଟଲ

ଟେଲିଭିଜନ୍‌ ଜଗତର ସବୁଠାରୁ ଚର୍ଚ୍ଚିତ ଶୋ’ ବିଗ୍‌ବସ୍‌ ୧୩ରେ ବାଜି ମାରିନେଇଛନ୍ତି ସିଦ୍ଧାର୍ଥ ଶୁକ୍ଳା। ଏଥିସହ ଫାଷ୍ଟ ରନର୍ସ ଅଫ୍‌ ହୋଇଛନ୍ତି ଆସିମ୍‌ ରିୟାଜ। ଉଭୟେ ଏହି ସିଜନ୍‌ର ସବୁଠାରୁ ଲୋକପ୍ରିୟ ପ୍ରତିଯୋଗୀ ଥିଲେ। ଶୋ’ର ହୋଷ୍ଟ ସଲମାନ ଖାନ୍‌ ସର୍ବଶେଷରେ ଓ୍ଵିନରଙ୍କ ନାଁ ଘୋଷଣା…

WWE ଷ୍ଟାର ଜନ୍‌ ସିନା ସେୟାର କଲେ ଆସିମ ରିୟାଜଙ୍କ ଫଟୋ, ଖୁସିରେ ଫୁଲି ଉଠିଲେ ଫ୍ୟାନ୍‌

ବିଗ୍‌ବସ୍‌ର ଚଳିତ ସଂସ୍କରଣ ସବୁଠାରୁ ଚର୍ଚ୍ଚିତ ସିଜିନ୍‌ ମଧ୍ୟରେ ଅନ୍ୟତମ। ଦର୍ଶକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ନିଜେ ବିଗ୍‌ବସ୍‌ ହିଁ ଏହି ସିଜିନ୍‌କୁ କିଛି ସପ୍ତାହ ପାଇଁ ବଢ଼ାଇଥିଲେ। କିନ୍ତୁ ବର୍ତ୍ତମାନ ଶୋ’କୁ ନେଇ ଏକ ଏମିତି କଥା ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ଶିରୋନାମାରେ ରହିଛି।…

ରଶ୍ମି ଦେଶାଇଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ସିଦ୍ଧାର୍ଥ ଶୁକ୍ଳା, ମିଡିଆ ସାମ୍ନାରେ ରଖିଲେ ପ୍ରସ୍ତାବ

ରଶ୍ମି ଦେଶାଇ ଏବଂ ସିଦ୍ଧାର୍ଥ ଶୁକ୍ଳାଙ୍କ ସମ୍ପର୍କ କେମିତି, ତାହା ତ ସମସ୍ତେ ଜାଣିଛନ୍ତି। ଏହି ଦୁଇ ଜଣ ଏବେ ‘ବିଗବସ ୧୩’ରେ ନିଜର ଝଗଡା ବ୍ୟତୀତ ପ୍ରେମ ଭରା ଝଗଡା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି। ଏମାନଙ୍କ ଝଗଡା ଭିତରେ ରଶ୍ମି ସିଦ୍ଧାର୍ଥ ଶୁକ୍ଳାଙ୍କ ଘର ଲୋକଙ୍କୁ ଦେଖି ଭାବୁକ ହୋଇ…

ବିଗ୍‌ବସ୍‌ରେ ଦେଖିବାକୁ ମିଳିବ ନୂଆ ଟ୍ଵିଷ୍ଟି, ଓ୍ଵାଇଲ୍ଡ କାର୍ଡରେ ଏଣ୍ଟ୍ରି କରିପାରନ୍ତି ୫ ସଦସ୍ୟ

ବିଗ୍‌ବସ୍‌ର ସିଜିନ୍‌ ୧୩ରେ କେବେ କଣ ହେବ କିଛି କହିହେବ ନାହିଁ। ସୂଚନା ମୁତାବକ ବିଗ୍‌ ବସ୍‌ ଘରେ ଏବେ କିଛି ନୂଆ ଟ୍ଵିଷ୍ଟି ଦେଖିବାକୁ ମିଳିଛି। ପ୍ରତ୍ୟେକ ଦିନ ଘରେ ପରିବର୍ତ୍ତନ ମଧ୍ୟରେ ଏବେ ବିଗ୍‌ ବସ୍‌ ପୁଣି ଏକ ବଡ ଟ୍ଵିଷ୍ଟି ନେଇ ଆସୁଛି ବିଗ୍‌ ବସ୍‌। ରିପୋର୍ଟ ଅନୁଯାୟୀ ପୁଣି ଥରେ…

ବିଗ୍‌ ବସ୍‌ ୧୩: ପିଲାବେଳେ ଭିକ ମାଗୁଥିଲେ ସିଦ୍ଧାର୍ଥ ଶୁକ୍ଳା!

ସିଦ୍ଧାର୍ଥ ଶୁକ୍ଳାଙ୍କୁ ‘ବିଗ୍‌ ବସ୍‌ ୧୩’ର ସବୁଠାରୁ ମଜଭୁତ୍‌ କଣ୍ଟେଷ୍ଟେଟ୍‌ ଭାବେ ଗଣାଯାଇଥାଏ। ସେ ବିଗ୍‌ ବସ୍‌ ହାଉସ୍‌ ଭିତରେ ଲଢ଼େଇ ଝଗଡ଼ା ବ୍ୟତୀତ ବାକି ସଦସ୍ୟଙ୍କ ସହିତ ମସ୍ତି କରୁଥିବାର ମଧ୍ୟ ଦେଖାଯାଇଥାଆନ୍ତି। ଏହାଛଡ଼ା ସିଦ୍ଧାର୍ଥ ଟାସ୍କଗୁଡ଼ିକୁ ପୂରା ଦାୟିତ୍ୱର ସହ ପୂରା…

ବିଗ୍‌ବସ୍‌ରେ ଟପିଲା ସବୁ ହିଂସାର ସୀମା, ଫ୍ରାଏପ୍ୟାନ୍‌ରେ ବିଶାଲଙ୍କୁ ଅତି ଭୟଙ୍କର ଭାବେ ପିଟିଲେ ମଧୁରିମା, ଦେଖନ୍ତୁ…

କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ସବୁଠାରୁ ବିବାଦୀୟ ଶୋ ‘ବିଗ୍‌ବସ୍‌’ର ବର୍ତ୍ତମାନ ୧୩ତମ ସଂସ୍କରଣ ଚାଲିଛି। ଏହି ସିଜିନ୍‌ ପୂର୍ବ ସମସ୍ତ ସିଜିନ୍‌ର ରେକର୍ଡକୁ ଭାଙ୍ଗିସାରିଥିବା ବେଳେ ଏଥକର ପ୍ରତିଯୋଗୀଙ୍କ ଝଗଡ଼ା ବି ଉଗ୍ରରୂପ ଧାରଣ କରୁଛି। ବିଗ୍‌ବସ୍‌ରେ ପ୍ରତିଦିନ କିଛି ଏମିତି ଘଟଣା ଘଟୁଛି…

ବିଗ୍‌ବସ୍‌ରେ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିରକୁ ନେଇ ଆଲୋଚନା କଲେ ପ୍ରତିଯୋଗୀ, ଦେଖନ୍ତୁ ଭାଇରାଲ ଭିଡିଓ

କଲର୍ସର ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଏବେ ୧୩ ତମ ସଂସ୍କରଣ ଚାଲୁ ରହିଛି। ଏହି ରିଆଲିଟି ଶୋ’ ସବୁବେଳେ କଳି ଝଗଡ଼ାକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ କିନ୍ତୁ ଏକ ନୂଆ କଥାକୁ ନେଇ ପ୍ରଶଂସା ସାଉଣ୍ଟିଛି। ଜାତୀୟସ୍ତରର ଏହି ଲୋକପ୍ରିୟ ଶୋ’ରେ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଓ…

ବିଗ୍‌ବସ୍‌ ୧୩: ବିନା ଓ୍ଵିଗ୍‌ରେ ବିଗ୍‌ବସ୍‌ ଘରେ ବୁଲୁଛନ୍ତି ପାରସ୍‌ ଛାବ୍ରା, ଦେଖନ୍ତୁ ଭାଇରାଲ ଭିଡିଓ

ବିଗ୍‌ବସ୍‌ ୧୩ର ଅନ୍ୟତମ ବିବାଦୀୟ ପ୍ରତିଯୋଗୀ ପାରସ୍‌ ଛାବ୍ରାଙ୍କ ଏ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପାରସ୍‌ଙ୍କୁ ବିନା ନକଲି କେଶ ବା ଓ୍ଵିଗ୍‌ରେ ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି। ଆଗାମୀ…

ବିଗ୍‌ ବସ୍‌ ଶୋ’ ପାଇଁ ବଢ଼ିଲା ସଲମାନଙ୍କ ଫିସ୍‌, ଜାଣନ୍ତୁ ଏବେ ପ୍ରତ୍ୟେକ ଏପିସୋଡ୍‌ ପାଇଁ ପାଇବେ କେତେ କୋଟି

ଟେଲିଭିଜନର ଲୋକପ୍ରିୟ ଶୋ’ ବିଗ୍‌ ବସ୍‌ ୧୩ କୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଏହି ଶୋ’ ଦର୍ଶକଙ୍କୁ ମଧ୍ୟ ଏଣ୍ଟରଟେନମେଣ୍ଟ କରିପାରିଛି। ଏହିକାରଣରୁ ବିଗ୍‌ ବସ୍‌ ଟିଆରପି ରେ ମଧ୍ୟ ସବୁଠାରୁ ଆଗରେ ରହିଛି। ଗତ କିଛି ଦିନ ପୂର୍ବରୁ ସଲମାନ ଖାନ୍‌ ବିଗ୍‌ ବସ୍‌ରୁ ଅଲବିଦା କହିବାର ଖବର…

‘ବିଗ୍ ବସ୍’ ରେ ଏଣ୍ଟ୍ରି କରିବେ ଏହି ନୂଆ ସଦସ୍ୟ

ଅନ୍ୟତମ ଲୋକପ୍ରିୟ ରିଆଲିଟି ସୋ’ ‘ବିଗ୍ ବସ୍’ର ଚଳିତ ସିଜିନରେ ଆଉ ଦୁଇ ଜଣ ନୂଆ ପ୍ରତିଯୋଗୀ ସାମିଲ ହୋଇଛନ୍ତି। ଗତ ଶନିବାର ସେମାନେ ‘ବିଗ୍ ବସ୍’ ଘରେ ଏଣ୍ଟ୍ରି କରିଥିଲେ। ସେମାନେ ହେଉଛନ୍ତି- ସୋଶାଲ୍ ମିଡିଆରେ ‘ସଞ୍ଜୁ ବାବା’ ନାଁରେ ଲୋକପ୍ରିୟ ବିକାଶ ପାଠକ ଓ ବିଭିନ୍ନ ନ୍ୟୁଜ୍…

ବିଗ୍‌ବସ୍‌ ୧୩: ସେଫାଲୀଙ୍କ ହୃଦୟ ଜିତିବାକୁ ଚେଷ୍ଟା ଚଳାଇଛନ୍ତି ସିଦ୍ଧାର୍ଥ, ଦେଖନ୍ତୁ ଭିଡିଓ

ବିଗ୍‌ବସ୍‌ ୧୩ ଏବେ ଦେଶର ନମ୍ବର ଓ୍ଵାନ୍‌ ଶୋ’ ଭାବେ ପରିଗଣିତ ହେଉଛି। ଏଥରକ ସିରିୟଲର ବୋହୂମାନେ କଣ୍ଟେଷ୍ଟାଣ୍ଟଙ୍କ ଉପରେ ଭାରି ପଡ଼ିବା ସମ୍ଭାବନା ଦେଖାଦେଇଛି। ତେବେ ଗତକାଲିର ‘ଓ୍ଵିକ୍‌ ଏଣ୍ଡ କା ବାର୍‌’ରେ ସଲମାନ ଖାନ୍‌ ସେଫାଲୀ ବଗାକୁ ଖୁବ୍‌ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି।…

‘ବିଗ୍‌ବସ୍‌ ୧୩’ ରେ ଅଶ୍ଳୀଳତାକୁ ବିରୋଧ, ବ୍ୟାନ ପାଇଁ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ନିକଟକୁ ଲେଖାଗଲା ଚିଠି

ଚଳିତ ବର୍ଷ ରିୟାଲିଟି ସୋ’ ‘ବିଗ୍‌ବସ୍‌ ୧୩’ ରେ ସମସ୍ୟା ବଢିବାର ଦେଖିବାକୁ ମିଳିଛି। ଏପରିକି ସୋସିଆଲ ମିଡିଆରେ ମଧ୍ୟ ଏହି ସୋ’ ବନ୍ଦ କରିବାକୁ ଦାବି ମଧ୍ୟ କରାଯାଇଛି। କନଫେଡେରେସନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡରସ୍‌ ପକ୍ଷରୁ କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ…