ରେଷ୍ଟୁରାଣ୍ଟର ମଞ୍ଚୁରିଆନ ଏବଂ କଢାଇ ପନିର ଖାଇ ଯୁବକଙ୍କ ମୃତ୍ୟୁ, ଭାଇ ଏବଂ ସାଙ୍ଗ ଅବସ୍ଥା ଗୁରୁତର
ବିହାର : ବିହାର ଭଭୁଆ ସହରରେ ଥିବା ଏକ ରେଷ୍ଟୁରାଣ୍ଟର ଖାଦ୍ୟ ଗୋଟେ ପରିବାରକୁ ଛାରଖାର କରିଦେଇଛି । ଏଠାରୁ ପ୍ୟାକ୍ କରିନେଇଥିବା ମଞ୍ଚୁରିଆନ ଏବଂ କଢାଇ ପନିର ଖାଇବାର କିଛି ଘଣ୍ଟା ଭିତରେ ୨୦ ବର୍ଷୀୟ ଯୁବକଙ୍କ ଜୀବନ ଚାଲିଯାଇଥିବା ବେଳେ ଛୋଟ ଭାଇ ବିନାୟକ ଏକ ସାଙ୍ଗ ଦେବରାଜ ଗୁରୁତର…