Browsing Tag

bihar

ଫିଲ୍ମି ଷ୍ଟାଇଲରେ ବୁଲେଟ ପ୍ରେମ ପଡିଲା ଭାରୀ, ଶେଷରେ ଥାନା ଗଲେ ପ୍ରେମୀ ଯୁଗଳ

ବିହାରର ଗୟାରେ ପ୍ରେମୀ ଯୁଗଳଙ୍କ ଫିଲ୍ମି ଷ୍ଟାଇଲ ରୋମାନ୍ସ ହେଲା ଭାଇରାଲ। ଚଳନ୍ତା ବୁଲେଟ ଗାଡ଼ି ଉପରେ ବସି ବିନା ଦ୍ୱିଧାରେ କରୁଛନ୍ତି ପ୍ରେମ। ରାସ୍ତାରେ ଏଭଳି ଅଜବ ଦୃଶ୍ୟ ଦେଖି ସମସ୍ତଙ୍କ ହୋସ ମଧ୍ୟ ଉଡିଯାଉଛି । ନିଶ୍ଚିତ ଭାବେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ୱଭାବିକ।…

ବିହାର: ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା

କଟିହାର: ବିହାରରେ ବଢି ଚାଲିଛି ଅପରାଧ। ଅପରାଧୀମାନେ ଲଗାତାର ଭାବେ ପୋଲିସକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି। ଯାହାକି ପୋଲିସର ନିଦ ହଜାଇ ଦେଇଛି । ଏହାରି ମଧ୍ୟରେ କଟିହାର ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁରୁବାର ରାତିରେ କିଛି ବାଇକ୍ ଆରୋହୀ ଶିବରାଜଙ୍କ ଅତି…

ପରିବାର ଆଗରେ ଧରା ପଡିଲେ ପ୍ରେମୀଯୁଗଳ: ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟି, ଯୁବତୀଙ୍କ ଘର ସାମ୍ନାରେ କଲେ ଅନ୍ତିମ…

ବିହାର: ପ୍ରେମ ସମ୍ପର୍କକୁ ନେଇ ଏକ ଛାତିଥରା ଘଟଣା ସାମନାକୁ ଆସିଛି । ପ୍ରେମୀଯୁଗଳଙ୍କୁ ଏକାଠି ଦେଖିବା ପରେ ଯୁବତୀଙ୍କ ଘରଲୋକ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟି ହତ୍ୟା କରିଛନ୍ତି । ତେବେ ଏହି ଘଟଣା ପରେ ମୃତ ଯୁବକଙ୍କ ଘର ଲୋକେ ଯୁବତୀଙ୍କ ଘର ସାମନାରେ ଅନ୍ତିମ ସଂସ୍କାର କରିଥିବା…

ପ୍ରେମ ସମ୍ପର୍କକୁ ବଞ୍ଚାଇବାକୁ ଯାଇ ପ୍ରେମିକାର ଅଜବ ନିଷ୍ପତ୍ତି, ୪ଥର ଫେରାର ପରେ ଥାନାରେ ହେଲା ବିବାହ

ବିହାରର ରୋହତାସ ଜିଲ୍ଲାର ଡେହରୀ ଥାନାରେ ଧୁମଧାମରେ ହୋଇଛି ବିବାହ । ଏହି ବିବାହ ଥାନା ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଦେଖିବାକୁ ମିିଳିଛି । କିନ୍ତୁ ଦୋଷୀଙ୍କୁ ଦଣ୍ଡ ମିଳିବା ସ୍ଥାନରେ କାହିଁକି ବିବାହ ହେଲା, ଏହା ପଛରେ ଥିବା କାରଣକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତଣ୍ଡବା ଗାଁର…

ପ୍ରତିଶୋଧ ପାଇଁ ମହିଳା ଡାକ୍ତରଙ୍କ ମଥାରେ ସିନ୍ଦୂର ଦେଲା କମ୍ପାଉଣ୍ଡର, ଖବର ହେଲା ଭାଇରାଲ

ବିହାରର ସମସ୍ତିପୁରରୁ ଏକ ଅଜବଧରଣର ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହସ୍ପିଟାଲରେ କମ୍ପାଉଣ୍ଡର ଡାକ୍ତରଙ୍କ ମଥାରେ ସିନ୍ଦୂର ଲଗାଇବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ହସ୍ପିଟାଲର କମ୍ପାଉଣ୍ଡର ଡାକ୍ତରଙ୍କ ମଥାରେ ଜବରଦସ୍ତୀ ଭାବେ…

ମା’ ସାଜିଲା ଡାହାଣୀ: ନବଜାତ ଝିଅକୁ ଜୀଅନ୍ତା ମାରିବାକୁ ଉଦ୍ୟମ ବେଳେ ବଞ୍ଚାଇଲେ ପଡ଼ୋଶୀ

ଦୁନିଆରେ ବୋଧେ ଏମିତି କୌଣସି ମା’ ନାହିଁ ଯିଏ ନିଜ ପିଲାଙ୍କୁ ସ୍ନେହ କରୁନଥିବ କି ଭଲ ପାଉନଥିବ। ପିଲା ଉପରକୁ ବିପଦ ଆସିଲେ ମା’ ତା ସାମ୍ନାରେ ପାଚେରି ହୋଇ ଠିଆ ହୁଏ। ଛୁଆର ସବୁଠୁ ବଡ଼ ସାହସ ହୋଇଥାଏ ମା’। କିନ୍ତୁ ବିହାରର ଲଖୀସରାୟ ଅଞ୍ଚଳରେ ଜଣେ ମା’ ନିଜ ଜନ୍ମ କଲା ପିଲାକୁ ମାରିବାକୁ…

ପାଟନା ମେଟ୍ରୋର ସବୁଠାରୁ ଭଲ ଲୋଗୋ ବନାଇଥିବା ଲୋକକୁ ମିଳିବ ୫୦ ହଜାରର ବମ୍ପର ପୁରସ୍କାର, ପ୍ରତିଯୋଗିତା ଆୟୋଜନ,…

ପାଟନା ମେଟ୍ରୋର ନୂଆ ଲୋଗୋ ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାର ସାଧାରଣ ଜନତାଙ୍କଠାରୁ ସାହାଯ୍ୟ ଲୋଡ଼ିଛନ୍ତି। ପ୍ରକୃତ କଥା ହେଉଛି, ପାଟନା ମେଟ୍ରୋର ନୂଆ ଲୋଗୋକୁ ପ୍ରସ୍ତୁତ କରିବା ପାଇଁ ଏକ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାରେ ପାଟନା…

ଭଣଜା ଉପରେ ଫିଦା ହୋଇଯାଇଥିଲେ ମାଇଁ, ସୁଯୋଗ ପାଇ ହୋଇଗଲେ ଫେରାର

କଥାରେ ଅଛି ପ୍ରେମ ଅନ୍ଧ। କାରଣ ପ୍ରେମରେ ପଡ଼ିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ବିହାରର ଜାମୁଇରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବିବାହିତା ମହିଳା ନିଜ ଭଣଜାଙ୍କୁ ପ୍ରେମ କରି ତାଙ୍କୁ ବିବାହ କରିଛନ୍ତି । ବର୍ତ୍ତମାନ ଏହି ବିବାହର…

ମେକାନିକାଲ ଇଞ୍ଜିନିୟର ନିଜ ସ୍ତ୍ରୀକୁ ଦେଲେ ଏଭଳି ଗିଫ୍ଟ, ଯାହାର ଭିଡିଓ ହେଉଛି ଖୁବ ଭାଇରାଲ

ପାଟନାରେ ରହୁଥିବା ମେକାନିକାଲ ଇଞ୍ଜିନିୟର ଅନୁଜ କୁମାର ନିଜ ପତ୍ନୀଙ୍କୁ ଦେଇଛନ୍ତି ଅନୋଖା ଗିଫ୍ଟ । ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ନିଜ ସ୍ତ୍ରୀ ପାଇଁ ଘରେ ଲଗାଇଲେ ଲିଫ୍ଟ । ଜାଣନ୍ତୁ ପ୍ରକୃତ କଥା । ସ୍ତ୍ରୀକୁ ଲିଫ୍ଟ ଗିଫ୍ଟ କଲେ ମେକାନିକାଲ ଇଞ୍ଜିନିୟର । କିନ୍ତୁ…

ଆଶ୍ଚର୍ଯ୍ୟ କଲା କୁମ୍ଭୀର, ନଦୀ ବନ୍ଧ ଭିତରେ ୧୦ ଫୁଟର ସୁଡ଼ଙ୍ଗ କରି ଦେଲା ଅଣ୍ଡା

ବନ୍ଧ ପାଇଁ ବିପଦ ସାଜିଛନ୍ତି କୁମ୍ଭୀର। ବିହାରରେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ କୁମ୍ଭୀରମାନେ ଏବେ ନଦୀ ବନ୍ଧ ପାଇଁ ବିପଦ ସାଜିଛନ୍ତି। ରିପୋର୍ଟ ମୁତାବକ, ବିହାର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବଗହାର ପିପରା ପିପରାସୀ ନଦୀବନ୍ଧରେ କୁମ୍ଭୀରମାନେ ୧୦ ଫୁଟ୍‌ର ସୁଡ଼ଙ୍ଗ…

ନିଆରା ଅଫର ଦେଲେ ସେଲୁନ ମାଲିକ: ଟିକା ନେଇଥିଲେ କେଶ ଓ ଦାଢ଼ି କାଟି ପାରିବେ ଗ୍ରାହକ

ବିହାର ସ୍ଥିତ ଦରଭଙ୍ଗା ଜିଲ୍ଲାରେ ଜଣେ ସେଲୁନ ମାଲିକ ନିଜ ଗ୍ରହକ ମାନଙ୍କୁ ଏକ ନିଆରା ଅଫର ଦେଇଥିବାର ଜଣାପଡିଛି । ଟିକା ନେଇଥିବା ଗ୍ରାହକଙ୍କର କେଶ ଓ ଦାଢ଼ି ସେ ମାଗଣାରେ କାଟୁଛନ୍ତି । ଦରଭଙ୍ଗା ସହରର ବାଇତା ଛକରେ ଶମ୍ଭୁ କୁମାର ଠାକୁରଙ୍କର ସେଲୁନ୍‌ ରହିଛି । ନିଜ ଜିଲ୍ଲାରେ ଟିକାକରଣ…

କରୋନା ଟିକା ନ ଦେଇ ଖାଲି ଛୁଞ୍ଚି ଫୋଡ଼ିଲେ ନର୍ସ, ଦେଖନ୍ତୁ ଭିଡିଓ

ଦେଶରେ କରୋନା ଟୀକାକରଣ ବିଷୟରେ ଲୋକଙ୍କୁ ନିରନ୍ତର ଭାବେ ଅବଗତ କରାଯାଉଅଛି । କିନ୍ତୁ ଏହି ପ୍ରକ୍ରିୟାରେ ଅକେକ ସ୍ଥାନରେ ଅବହେଳା ଏବଂ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଉଛି । ବିହାରର ଛପରା ଜିଲ୍ଲାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି , ଯାହାର ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାବେ…