Browsing Tag

bihar

ଆଠ ମାସ ଧରି ପେଟ କଷ୍ଟରେ ପୀଡିତ ଥିଲେ ମହିଳା, ଏକ୍ସ ରେ ପରେ ସାମ୍ନାକୁ ଆସିଲା ଡାକ୍ତରଙ୍କ କଳା କାରନାମା

ଅପରେସନ୍ ପରେ ମହିଳାଙ୍କ ପେଟରେ ଛାଡିଦେଲେ ଟାୱେଲ୍ । ସାମ୍ନାକୁ ଆସିଛି ବିହାରରେ ଜଣେ ଡାକ୍ତରଙ୍କ ଖାମଖିଆଲି ମନୋଭାବ । ଏବେ ଆଠ ମାସ ପରେ ଟାୱେଲକୁ ଅପରେସନ୍ କରି ବାହାର କରିଛନ୍ତି ଆଉ ଜଣେ ଡାକ୍ତର । ସୂଚନା ଅନୁସାରେ, ପ୍ରାୟ ଆଠ ମାସ ତଳେ ପେଟ ଅପରେସନ୍ ପାଇଁ ଡାକ୍ତରଖାନାକୁ ଯାଇଥିଲେ…

ବିହାରରେ ହସ୍ପିଟାଲ ପଛପଟୁ ବାହାରୁଛି ଶତାଧିକ ନରକଙ୍କାଳ, ଲୋକେ ଆତଙ୍କିତ

ବିହାର: ଦିନକୁ ଦିନ ବିହାରରେ ଶିଶୁମାନଙ୍କ ମସ୍ତିଷ୍କ ଜ୍ବରରେ  ମୃତ୍ୟୁ ସଂଖ୍ୟା ଯେପରି ଭାବେ  ବଢିଚାଲିଛି ତାହା ସମଗ୍ର ଦେଶ ପାଇଁ ଉଦବେଗ ପରିସ୍ଥିତି ସୃଷ୍ଟି କରିଛି । ପରିସ୍ଥିତ ଏଭଳି ହୋଇଛି ଯେ, ସରାଭାରତରେ ଏହି ଖବର ବ୍ୟାପିଯାଇଛି। ତେବେ ଏହି ମସ୍ତିଷ୍କ ଜ୍ବରରେ ଶିକାର ହୋଇ ଶିଶୁମୃତ୍ୟୁ…

ଗରିବଙ୍କ ଭଗବାନ ଡାକ୍ତର ଅରବିନ୍ଦ, ମାତ୍ର ୨୫ ଟଙ୍କା ଫିସରେ କରୁଛନ୍ତି ରୋଗୀ ସେବା

ଆଜିର ଦୁନିଆରେ ମଣିଷ ଟଙ୍କା ପାଇଁ ସବୁକିଛି କରିପାରେ। ନିଜର ବୁଦ୍ଧି ବିବେକ ମଧ୍ୟ ହଜାଇ ଦିଏ ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ। କିନ୍ତୁ ଏସୁବୁର ଉର୍ଦ୍ଧକୁ ଯାଇ ଆଜିବି ଅନେକ ଲୋକ ମାନବ ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥାନ୍ତି। ସେହିଭଳି ବ୍ୟକ୍ତିତ୍ବ ହେଉଛନ୍ତି ପାଟନାର ଡାକ୍ତର…

ସହିଦଙ୍କ ଭଉଣୀକୁ ଭାଇର ଅଭାବ କରାଇଦେଲେନି ଅନ୍ୟ ଯବାନ ମାନେ, ଚଟାଣରେ ପାଦ ଦେବା ପୂର୍ବରୁ ରଖିଲେ ନିଜ ହାତ

ବିହାର : ଭାଇ ଭଉଣୀର ସମ୍ପର୍କ ଏକ ଏମିତି ସମ୍ପର୍କ ଯାହା ସବୁଠାରୁ ଉର୍ଦ୍ଧରେ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭାଇର ଶୁଭ ମନାସୀ ଭଉଣୀଟିଏ ଅନେକ ଓଷା ଉପବାସ କରିଥାଏ। ଭାଇ ହାତରେ ରାଖିବାନ୍ଧିବା ପାଇଁ ମଧ୍ୟ ଭଉଣୀଟିଏ ଉତ୍ସାହର ସହ ଅପେକ୍ଷା କରି ରହିଥାଏ । ସେଥିପାଇଁ ତ ଝିଅଟିଏ ଶାଶୁଘର…

ମୋବାଇଲ୍‌ ନେଲା ଜୀବନ, ମୃତ୍ୟୁ ପୂର୍ବରୁ ପତ୍ନୀଙ୍କୁ ଭିଡିଓ କଲ୍‌ କଲେ ଯୁବକ ଆଉ କହିଲେ . . . .

ବିହାର : ପାଟନା ବେଗୁସରାୟର ୨୮ ନମ୍ବର ରାଜପଥ ଉପରେ ଜଣେ ଯୁବକ କାନରେ ଇୟର ଫୋନ ଲଗାଇ ବାଇକ ଚଳାଉଥିବା ବେଳେ ଟ୍ରକ ସହ ଧକ୍କା ହେଇଥିଲେ । ଯେତେବେଳେ ସେ ତଳେ ପଡିଯାଇଥିଲେ ସେତେବେଳେ ଟ୍ରକର ଚକାରେ ତାଙ୍କ ଗୋଟିଏ ଗୋଡ କଟିଯାଇଥିଲ । ଏହା ପରେ ସେହି ଯୁବକ ଜଣକ ଦୁର୍ଘଟଣା ସ୍ଥଳରୁ ନିଜ…

ଲଗାତାର ଶିଶୁ କାନ୍ଦୁଥିବାରୁ ମୁହଁରେ ଫେବିକ୍ବିକ୍ ଲଗାଇଲେ ମା’

ବିହାର : ନିକଟରେ ବିହାରର ଛପରା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମା ନିଜ କାନ୍ଦୁଥିବା ଶିଶୁକୁ ଚୁପ କରିବା ପାଇଁ ଏପରି ପଦକ୍ଷେପ ଉଠଇଛନ୍ତି ଯାହାପରେ ଶିଶୁଟି ଏବେ ଡାକ୍ତରଖାନାରେ। ଆଜ୍ଞା ହଁ, ଶିଶୁଟିର ଲଗାତାର କାନ୍ଦରୁ ଚିଡିଯାଇ ତାଙ୍କ ମା ଓଠରେ ଫେବିକ୍ବିକ୍…

ନିତୀଶଙ୍କ ପାଇଁ ବଢୁଛି ଅଡୁଆ : ବନ୍ଧୁତ୍ୱ ଦିବସ ପାଳିଲେ ବିରୋଧୀ

ଫ୍ରେଣ୍ଡ୍‌ସିପ୍‌ ଡେ' ପୂର୍ବରୁ ବନ୍ଧୁତ୍ୱ ଦିବସ ପାଳିଛନ୍ତି ବିରୋଧୀ । ଗତକାଲି ବିହାର ମୁଜାଫରପୁର ଘଟଣାର ପ୍ରତିବାଦ କରିବାକୁ ଦିଲ୍ଲୀ ଯନ୍ତରମନ୍ତରରେ ଏକାଠି ହୋଇଥିଲେ । ତେଜସ୍ୱୀ ଯାଦବଙ୍କ ସଭାରେ ଥିଲେ ରାହୁଲ ଗାନ୍ଧି, ଅରବିନ୍ଦ କେଜରିୱାଲ, ସୀତାରାମ ୟେଚୁରୀ, ଡି.ରାଜା, ଶରଦ ଯାଦବ…