Odisha News
.
Browsing Tag

bijepur by poll

ବିଜେପୁର ଉପନିର୍ବାଚନ ପାଇଁ ବରପାଲିରେ ଗାଡି ଚେକିଂ ବେଳେ ଜବତ ହେଲା ୧୯ଲକ୍ଷ ଟଙ୍କା

ବିଜେପୁର: ବିଜେପୁର ଉପନିର୍ବାଚନ ଆଗରୁ ଟଙ୍କା ଜବତ। ବରପାଲିରେ ଗାଡି ଚେକିଂ ବେଳେ ଜବତ ହେଲା ୧୯ଲକ୍ଷ ଟଙ୍କା । ଚିନାଜୁରି ଚାରିଛକଠାରେ ଧରିଲା ପୋଲିସ। କାର ସହ ଜଣଙ୍କୁ ଅଟକ ରଖାଯାଇ ପୋଲିସ ତଦନ୍ତ ଜାରି ରହିଛି। ଟଙ୍କା ଛତିଶଗଡ଼ ବଗବାହାଡାରୁ ଆସୁଥିଲା। ବିଜେପୁର ଉପନିର୍ବାଚନ ପାଇଁ ଗାଡି…

ପାଟକୁରା ନିର୍ବାଚନ ଓ ବିଜେପୁର ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବିଜେଡି : ମୁଖ୍ୟମନ୍ତ୍ରୀ

ପାଟକୁରା(କେନ୍ୟୁଜ୍) : ପାଟକୁରା ନିର୍ବାଚନ ଓ ବିଜେପୁର ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବିଜେଡି । ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଦୁଇଟି ନିର୍ବାଚନରେ ବିଜେଡିର ପ୍ରଦର୍ଶନ ବହୁତ ଭଲ ରହିବ । ଗତକାଲି ପ୍ରଧାନମନ୍ତ୍ରୀ…