ମୁଣ୍ଡକୁ ଜରିପାଲ ସାହା, ବିକାଶ ଯୋଜନା ପହଞ୍ଚି ପାରିନି ଏହି ବୃଦ୍ଧାଙ୍କ ପାଖରେ
ପାଟଣାଗଡ଼: ମୁଣ୍ଡକୁ ଜରିପାଲ ସାହା । ଝାଟି ମାଟି କୁଡ଼ିଆ ତା ସାଙ୍ଗକୁ ଗଛର ଟିକିଟିକି ଡାଳରେ କାନ୍ଥ ତିଆରି ହୋଇଛି । ଆଉ ଉପରେ ଝୁଲୁଛି ଛିଣ୍ଡାମିଣ୍ଡା ଜରିପାଲ । ହଁ ଆଜ୍ଞା ଏ ଆମ ଓଡ଼ିଶାର ବିକଳ ଚିତ୍ର । ବିକାଶ ଯୋଜନା ପହଂଚି ପାରିନି ଏହି ବୃଦ୍ଧାଙ୍କ ପାଖରେ । ମୁଣ୍ଡ ଗୁଞ୍ଜିବା ପାଇଁ…