ଗଛ ଉପରକୁ ଉଡିଲା ବାଇକ, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯୁବକ
ଲମତାପୁଟ୍: ଗଛ ଉପରେ ଚଢ଼ିଗଲା ବାଇକ୍ । ଅଳ୍ପକେ ବର୍ତ୍ତିଗଲେ ଯୁବକ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି । ବାଇକ୍ ଚଲାଉଥିବା ସମୟରେ ନିଦ ଲାଗିଯିବାରୁ ଗଛରେ ପିଟିହୋଇ ଗଛ ଉପରେ ଚଢ଼ିଗଲା ବାଇକ । ଗାଡ଼ିଟି ଦ୍ରୁତଗତିରେ ଥିବାରୁ ବାଇକଟି ଉଡ଼ି ଗଛ…