Browsing Tag

bike accident

ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି, ୨ ମୃତ

ଖୋର୍ଦ୍ଧା (କେନ୍ୟୁଜ): ଅଜଣା ଗାଡ଼ି ଧକ୍କାରେ ୨ ମୃତ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଚୂଡ଼ା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତି ପ୍ରାୟ ସାଢେ ୧୧ଟା ବେଳେ ଦୁର୍ଘଟଣା ଘଟିଥିଲା । ସୁନାଖଳାରୁ ନୟାଗଡ଼ ଅଭିମୁଖେ ଯାଉଥିବା ଏକ ବାଇକକୁ ଧକ୍କା ଦେଇଥିଲା ଏକ…

ମାଇଲଖୁଣ୍ଟରେ ପିଟି ହୋଇ ବାଇକ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ; ୨ ଗୁରୁତର

ଭଞ୍ଜନଗର (କେନ୍ୟୁଜ): ରାସ୍ତାକଡ଼ ମାଇଲଖୁଣ୍ଟରେ ପିଟି ହୋଇ ବାଇକ ଦୁର୍ଘଟଣାଗ୍ରସ୍ତ । ଘଟଣାସ୍ଥଳରେ ଜଣେ ମୃତ, ୨ ଯୁବକ ଗୁରୁତର ଆହତ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତ ଯୁବକ ହେଲେ ନିକଟସ୍ଥ ଡୁଙ୍ଗାପଲ୍ଲୀ ଗ୍ରାମର କେଦାର ନାୟକ। ଅନ୍ୟ ଦୁଇ…

ରେଳ ଧାରଣା ଉପରେ ବାଇକରେ ଷ୍ଟଣ୍ଟ କରୁଥିଲେ ଯୁବକ, ଦେଖନ୍ତୁ କଣ ହେଲା ଅବସ୍ଥା

ଭୁବନେଶ୍ୱର(କେନ୍ୟୁଜ): ଆଜିଯାଏ ଅନେକ ଦୁର୍ଘଟଣା ଆପଣ ମାନଙ୍କ ସାମ୍ନାକୁ ଆସିଥିବ । ହେଲେ ଏମିତି ଦୁର୍ଘଟଣା କଥା ବହୁତ କମ୍ ଶୁଣିବାକୁ ପାଇଥିବେ । ଏ ଘଟଣାଟି ହେଉଛି ବାଣୀବିହାର ନିକଟ ରେଳ ଧାରଣାରେ ଘଟିଥିବା ହୃଦୟ ବିଦାରକ ଦୁର୍ଘଟଣାର । ଘଟଣା କେମିତି ହେଲା କଣ ହେଲା କେହି କହି ପାରୁନଥିବା…

କାମାକ୍ଷାନଗର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ, ୨ ଗୁରୁତର

କାମାକ୍ଷାନଗର (କେନ୍ୟୁଜ୍‌): କାମାକ୍ଷାନଗର ମହୁଲି OTPCL କଲୋନୀ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟ ମୃତକ ମହୁଲି ଗାଁର ସାଗର ସାହୁ ଓ ଅଘିରାଗୋଡା ଗାଁର ଶିବରାମ ବେହେରା ବୋଲି ଜଣାପଡ଼ିଛି ।…

ଘନ କୁହୁଡ଼ି: ବ୍ରିଜ ଖୁଣ୍ଟରେ ପିଟି ହେଲା ବାଇକ୍‌, ୨ ଆରୋହୀ ମୃତ

ପିପିଲି (କେନ୍ୟୁଜ୍‌ ଓଡ଼ିଶା): କାଳ ହେଲା ଘନ କୁହୁଡ଼ି । ଦେଖାଗଲାନି ରାସ୍ତା । ବ୍ରିଜ ଖୁଣ୍ଟରେ ପିଟି ହୋଇଗଲା ବାଇକ୍ । ଏଥିରେ ଦୁଇ ଆରୋହୀଙ୍କ ମୃତ୍ୟୁ ହୋଇଛି । ପୁରୀ ଜିଲ୍ଲା ପିପିଲି ଦାଣ୍ଡମୁକୁନ୍ଦପୁର ରାସ୍ତାର ଖଣ୍ଡିଆଶଙ୍ଖଠାରେ ଏହି ଦୁର୍ଘଟଣା ଘଟିଛି । ପ୍ରବଳ କୁହୁଡ଼ି ଯୋଗୁ ଦୁର୍ଘଟଣାର…

ରାୟଗଡ଼ାରେ ପୃଥକ ପୃଥକ ସ୍ଥାନରେ ବାଇକ୍ ଦୁର୍ଘଟଣା :୨ ମୃତ, ୪ ଆହତ

ରାୟଗଡା (କେନ୍ୟୁଜ): ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ରାୟଗଡାରେ ବିଳମ୍ବିତ ରାତ୍ରରେ ପୃଥକ୍ ପୃଥକ୍ ସ୍ଥାନରେ ଦୁର୍ଘଟଣା , ୨ ମୃତ । ଚାନ୍ଦିଲି ଥାନା ଅନ୍ତର୍ଗତ ଭୁଜବଳ ନିକଟର ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଦଶହରା ଦେଖି ଫେରୁଥିବାବେଳେ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

କାଉଡ଼ିଆଙ୍କୁ ଧକ୍କା ଦେଲା ବାଇକ, ୭ ବୋଲବୋମ ଭକ୍ତ ଆହତ

ବ୍ରହ୍ମପୁର (କେନ୍ୟୁଜ): ବାଇକ ଧକ୍କାରେ ୭ ଜଣ ବୋଲ ବୋମ ଭକ୍ତ ଆହତ । ଗଞ୍ଜାମ ଜିଲ୍ଲା ନୂଆପଡା ପୋଲିସ ଫାଣ୍ଡି ପାଖ ଚାନ୍ଦପୁର ନିକଟରେ ବାଇକ ଧକ୍କାରେ ୭ ଜଣ ବୋଲବୋମ ଭକ୍ତ ଆହତ ହୋଇଛନ୍ତି । କାଉଡ଼ିଆମାନେ ମୌଳାଭଞ୍ଜଣା ନଦୀରୁ ପାଣି ଉଠାଇ ଚୌଧୁରୀ ଟିକରପଡା ଶିବ ମନ୍ଦିରକୁ ଯାଉଥିବା ବେଳେ…

ବାଇକକୁ ପିଟିଲା ବାଇକ୍: ୧ ମୃତ, ୨ ଗୁରୁତର

ଟାଙ୍ଗି (କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାଣିକପୁର ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ପ୍ରତାପ ଗ୍ରାମର କାହ୍ନୁ ଚରଣ ସ୍ବାଇଁଙ୍କ ଓ ଗୁରୁତର ହେଲେ ସେହି ଗ୍ରାମର…

ଏଣିକି ବାଇକ୍‌ ଆକ୍ସିଡେଣ୍ଟରୁ ରକ୍ଷା କରିବ ଏୟାରବ୍ୟାଗ୍‌, ଆସିଲା ନୂଆ ସେଫ୍ଟି ଫିଚର୍‌

ଏବେ ବାଇକ ଚାଳକଙ୍କ ପାଇଁ ଆସିଲା ଏୟାର ବ୍ୟାଗ୍‌ । କାର ଯେପରି ତାର ମ୍ୟାନୁଫ୍ୟାକ୍ଚରିଙ୍ଗରେ ଏୟାରବ୍ୟାଗକୁ ସାମିଲ କରୁଛି, ଠିକ ସେହିଭଳି ଚାଳକଙ୍କ ସେଫ୍ଟି ପାଇଁ ଏବେ ବାଇକ ଚାଳକ ବି ପାଇପାରିବେ ଏୟାର ବ୍ୟାଗ୍‌ । ଏକ କମ୍ପାନୀ ଏମିତି ଏକ ଜିନ୍ସ ପ୍ୟାଣ୍ଟ ପ୍ରସ୍ତୁତ କରିଛି ଯାହା ଏୟାର…

ରାସ୍ତା କଡରେ ଭାରସାମ୍ୟ ହରାଇ ଓଲଟିଲା ବାଇକ, ଜଣେ ମୃତ

କଣ୍ଟାମାଳ (କେନ୍ୟୁଜ); ବୌଦ୍ଧ ଜିଲ୍ଲାର ବାଉଁଶୁଣି ଥାନା ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥ ସିଙ୍ଗାରି ଛକ ନିକଟରେ ସଡକ ଦୁର୍ଘଟଣା । ଟାଇଞ୍ଜନର ରାସ୍ତା କଡରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ହେଉଛନ୍ତି ତେଲିବନ୍ଧ ପଂଚାୟତ ଅନ୍ତର୍ଗତ ଆନନ୍ଦପୁର…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୩ମୃତ, ଜଣେ ଗୁରୁତର

କେନ୍ଦୁଝର (କେନ୍ୟୁଜ): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା । ଚାଲିଗଲା ୩ ଜୀବନ, ଜଣେ ଗୁରୁତର । କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ରୁଟିଶିଳା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚିକିତ୍ସିତ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି । ରୁଟିଶିଳା…

ଭାରସାମ୍ୟ ହରାଇ ଗାର୍ଡ ୱାଲ୍ ଖୁଣ୍ଟ କୁ ପିଟି ହେଲା ବାଇକ୍, ୩ ଯୁବକ ଗୁରୁତର

ମୋହନା(କେନ୍ୟୁଜ) : ଗଜପତି ଜ଼ିଲ୍ଲା ଅଡବା ଥାନା ଗୁଣ୍ଡିମା ଛକ ରେ ବାଇକ୍ ଦୁର୍ଘଟଣା ରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି l ଆହତ ଯୁବକମାନେ ହେଲେ ମୋହନା ଜଗନ୍ନାଥ ମନ୍ଦିର ସାହି ର ତୋଫାନ ମାଝୀ, ସୁଶୀଲ ମହାନ୍ତି ଏବଂ ହରିଜନ ସାହିର ଶଙ୍କର ଚୌଧୁରୀ l ସୂଚନା ପ୍ରକାରେ ଯୁବକ ମାନେ…