Browsing Tag

bike and car hit

ଷଣ୍ଢକୁ ବଞ୍ଚାଇବାକୁ ଯାଇ ମୁହାଁମୁହିଁ ପିଟି ହେଲା ଦୁଇ ଗାଡ଼ି, ୨୦ ଫୁଟ ତଳକୁ ଖସି ଜଳିଗଲା କାର

ପିପିଲି : ଷଣ୍ଢକୁ ବଞ୍ଚାଇବାକୁ ଯାଇ ଜଳିଗଲା କାର । ମୁହାଁମୁହିଁ ପିଟିହେଲା ଦୁଇ ଗାଡ଼ି । ବାଇକକୁ ଧକ୍କା ଦେଇ ୨୦ ଫୁଟ ତଳକୁ ଖସିଲା କାର୍ । ପରେ କାରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଲିଯାଇଛି । ଦୁର୍ଘଟଣାରେ ୬ ଜଣ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପିପିଲି ଅଗ୍ନିଶମ ବାହିନୀ…