Browsing Tag

Bike caught fire

ଆନନ୍ଦପୁର: ରାସ୍ତା ମଝିରେ ଜଳିଗଲା ବାଇକ୍

ଆନନ୍ଦପୁର: ରାସ୍ତା ମଝିରେ ଜଳିଗଲା ବାଇକ୍ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ନିକଟରେ ଏହି ଅଘଟଣ ଘଟିଛି। ଛେନାପଦି ଛକର ପଙ୍କଜ ଗୁପ୍ତା ନାମକ ଜଣେ ଯୁବକ ନୂଆ ଆଣିଥିବା ଏକ ବାଇକ୍ ଧରି ହଦଗଡ ଯାଇ ଫେରୁଥିଲେ । ଅକସ୍ମାତ୍ ରାସ୍ତା ମଝିରେ ବାଇକରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ…