Browsing Tag

Bike falls from bridge

ଧନୁଯାତ୍ରା ଦେଖି ଫେରୁଥିବା ବେଳେ ଅଘଟଣ: ବ୍ରିଜରୁ ଖସିଲା ବାଇକ, ୨ ମୃତ

ନୂଆପଡ଼ା: ବ୍ରିଜରୁ ଖସିଲା ବାଇକ, ୨ ମୃତ । ନୂଆପଡ଼ା ଜିଲ୍ଲା କୋମନା ଥାନା ହାତୀସରା ବ୍ରିଜ ତଳକୁ ଖସି ପଡିଲା ବାଇକ୍ । ଘଟଣାସ୍ଥଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇଜଣଙ୍କୁ ତରବୋଡ ପୋଲିସ ଉଦ୍ଧାର କରି ଡାକ୍ତର ଖାନାକୁ ଚିକିତ୍ସା ପାଇଁ…

ଲଗାଣ ବର୍ଷାରେ ବୁଡ଼ିଲା ପୋଲ, ଭାସିଗଲା ବାଇକ୍, ଅଳ୍ପକେ ବର୍ତ୍ତୀଲେ ବାଇକ୍ ଆରୋହୀ

ଝାରସୁଗୁଡା: ପ୍ରବଳ ବର୍ଷାରେ ବେହାଲ ଝାରସୁଗୁଡା । ବୁଡିଲା ପୋଲ, ଭାସିଲା ବାଇକ୍ । ପ୍ରବଳ ବର୍ଷା ପରେ ପୋଲ ଉପର ଦେଇ ପ୍ରବାହିତ ହେଉଛି ବର୍ଷା ପାଣି । ଯାହାଫଳରେ ନାହଁ ନଥିବା ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକେ । ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ଏମିତି ଏକ ଭିଡିଓ । ଯାହାକୁ ଦେଖି ଆପଣ…

କାଳହେଲା ଶିବରାତ୍ରି ଯାତ୍ରା: ବ୍ରିଜ ତଳକୁ ଖସିଲା ବାଇକ, ୨ ମୃତ

କୋରାପୁଟ: ଶିବରାତ୍ରି ଯାତ୍ରା ଦେଖି ଫେରୁଥିବା ବେଳେ ଅଘଟଣ । ଭାରସାମ୍ୟ ହରାଇ ୨୦ ଫୁଟ ବ୍ରିଜ ତଳକୁ ଖସି ପଡିଲେ ବାଇକ ଆରୋହୀ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । କୋରାପୁଟ ଚାଟୁଆ ନିକଟସ୍ତ ଆନ୍ଧରିଘାଟ ବ୍ରିଜ ନିକଟରେ ଏପରି ଦୁର୍ଘଟଣା ଘଟିଛି ।…

ପୋଲ ଉପରୁ ଖସିଲା ବାଇକ୍, ଜଣେ ମୃତ; ଜଣେ ଗୁରୁତର

ସାଲେପୁର (କେନ୍ୟୁଜ): ପୋଲ ଉପରୁ ଖସିଲା ବାଇକ୍ । ଜଣେ ମୃତ, ଜଣେ ଗୁରୁତର । ମାହାଙ୍ଗା ବରଦିଆ ନିକଟ ସାଲେପୁର ଥାନା ମିର୍ଜାପୁର ନାଳି ପୋଲ ଉପରେ ଦୁର୍ଘଟଣା । ମୃତକ ମାହାଙ୍ଗା ଥାନା ନୃତାଙ୍ଗ ଗାଁର ଦାମୋଦର ଦାସ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ନୃତାଙ୍ଗ ଗାଁର ଦାମୋଦର ଦାସ…