ଟ୍ରକ୍ ପଛରେ ପିଟି ହେଲା ବାଇକ୍, ଦୁର୍ଘଟଣାରେ ଦୁଇ ମୃତ
କକଟ (କେନ୍ୟୁଜ): ବ୍ରିଜ ଉପରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହେଲା ବାଇକ୍। ଏହି ଦୁର୍ଘଟଣାରେ ବାଇକ୍ରେ ଯାଉଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। କଟକ ସିଡିଏ ସେକ୍ଟର ୧୧ ରୁ ନୁଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ବ୍ରିଜ ଉପରେ ଗତ…