Browsing Tag

bike lost balance

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ମଣ୍ଡପରେ ପିଟି ହେଲା ବାଇକ, ୩ ମୃତ

ଗୋପ : ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ମଣ୍ଡପରେ ପିଟି ହେଲା ବାଇକ । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ କୋଣାର୍କ - କାକଟପୁର ରାସ୍ତା ବଢ଼େଇଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟଛି । ୩ ଜଣ କୋଣାର୍କରୁ କାକଟପୁର ଅଭିମୁଖେ ଯିବା ବେଳେ ଭାରସାମ୍ୟ ହରାଇ ଏକ…