Browsing Tag

bike rider killed

ବିଳମ୍ବିତ ରାତିରେ ବାଇକ୍‌କୁ ଧକ୍କା ଦେଲା ବୋଲେରୋ, ଆରୋହୀ ମୃତ

ସମ୍ବଲପୁର (କେନ୍ୟୁଜ): ବିଳମ୍ବିତ ରାତିରେ ସମ୍ବଲପୁର ଧନୁପାଲି ମହାବୀରପଡା ନିକଟରେ ଘଟିଛି ସଡକ ଦୁର୍ଘଟଣା। ବୋଲେରୋ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଭତରା ଅଞ୍ଚଳର ରଞ୍ଜିତ ମହାପାତ୍ର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ…

୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ୧୬ ନମ୍ୱର ଜାତୀୟ ରାଜପଥ ତୋଟାପଡା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଚାପାରେ ବାଇକ୍‌ ଆରୋହୀଙ୍କ ମୃତ । ମୃତ ଯୁବକ ଜଣଙ୍କ ହେଉଛନ୍ତି ବ୍ୟବସାୟୀ । ଖୋର୍ଦ୍ଧା ମଳିପଡା ନିକଟ ଲହଙ୍ଗା ଗ୍ରାମର ନବ ନାୟକ । ନବ ଆଜି ବ୍ୟବସାୟ କରି ଖୋର୍ଦ୍ଧାରୁ ନିଜ…