Bicycle Thief : ସାଇକେଲ ଚୋରକୁ ବାନ୍ଧିଲା ପୋଲିସ, ୪ଟି ସାଇକେଲ ସହ ଗ୍ୟାସ୍ ସିଲିଣ୍ଡର ଜବତ
ଭଦ୍ରକ : ସାଇକେଲ ଚୋରକୁ ଗିରଫ କରି କୋର୍ଟ ଚାଲାଣ କଲା ଭଦ୍ରକ ଜିଲ୍ଲା ବନ୍ତ ଥାନା ପୋଲିସ୍ । ୪ଟି ସାଇକେଲ, ଲୁହା ରଡ୍ ଓ ଗ୍ୟାସ୍ ସିଲିଣ୍ଡର ଜବତ l ଜଣେ ବ୍ୟକ୍ତିଙ୍କ ସାଇକେଲ ଚୋରି ଅଭିଯୋଗକୁ ଆଧାର କରି ଯାଞ୍ଚ ଆରମ୍ଭ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା…