Browsing Tag

bike was hit by a truck

ଟ୍ରକରେ ପିଟିହେଲା ବାଇକ, ଚାଲିଗଲା ୨ ଜୀବନ

ଜୟପୁର: ଟ୍ରକରେ ବାଇକ ପିଟିହୋଇ ଚାଲିଗଲା ଜୀବନ ।  ଜୟପୁର ବୋରିଗୁମ୍ମା ବୋଦାଗୁଡା ରାସ୍ତାମଝିରେ ଟ୍ରକ ଥୁଆ ହୋଇଥିବା ଅନ୍ଧାରରେ ଦେଖା ନଯିବାରୁ ଦୁର୍ଘଟଣା ହୋଇଛି । ଟ୍ରକରେ ବାଇକ ପିଟିହୋଇ ବାଇକ ଆରୋହୀଙ୍କ ସମେତ ୨ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ହୋଇଛନ୍ତି ।  ମୃତ ଦୁଇ ଯୁବକ…