ଓଲଟିଲା ପଥର ବୋଝେଇ ଟ୍ରକ୍; ବାଇକ୍ ଆରୋହୀ ଯୁବକ ମୃତ
ଆଠଗଡ଼ : ଭାରସାମ୍ୟ ହରାଇ ବାଇକ୍ ଉପରେ ପଲଟିଲା ମାଙ୍କଡ଼ା ପଥର ବୋଝେଇ ଟ୍ରକ। ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ତାଙ୍କୁ ଆଠଗଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏପରି ମର୍ମନ୍ତୁଦ ଘଟଣା ଆଠଗଡ ଥାନା ଅନ୍ତର୍ଗତ ବନଖଣ୍ଡି ସ୍ଥିତ ଲଞ୍ଚ…