ବିଲକିସ୍ ବାନୋ ମାମଲା: ସମସ୍ତ ଦୋଷୀଙ୍କୁ କରିବାକୁ ପଡ଼ିବ ଆତ୍ମସମର୍ପଣ, ସୁପ୍ରିମ୍କୋର୍ଟ ପ୍ରତ୍ୟାଖ୍ୟାନ କଲେ ଆବେଦନ
ବିଲକିସ୍ ବାନୋ ମାମଲାରେ ସମସ୍ତ ଦୋଷୀଙ୍କୁ ସୁପ୍ରିମ୍କୋର୍ଟଙ୍କଠାରୁ ବଡ଼ ଝଟ୍କା ଲାଗିଛି । କୋର୍ଟ ଆବେଦନ ଶୁଣାଣି ବେଳେ ଦୋଷୀମାନଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଆତ୍ମସମର୍ପଣ ପାଇଁ ଆହୁରି ସମୟ ଦେବାକୁ ଆବେଦନରେ ଦାବି କରାଯାଇଥିଲା । ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ଦୋଷୀଙ୍କୁ…