Browsing Tag

Binodini Devi

ପରଲୋକରେ ପ୍ରଖ୍ୟାତ ଗୀତିକାର ବିନୋଦିନୀ ଦେବୀ, ଓଡ଼ିଆ ଚଳଚ୍ଚିତ୍ରର ଥିଲେ ପ୍ରଥମ ନାରୀ ଗୀତିକାର

କେନ୍ୟୁଜ୍(ବ୍ୟୁରୋ): ପ୍ରଖ୍ୟାତ ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ। ୮୬ ବର୍ଷ ବୟସରେ ଅନୁଗୁଳ ଠାରେ ତାଙ୍କର ଦେହାନ୍ତ ହୋଇଛି। ମସ୍ତିଷ୍କାଘାତରେ ଦୀର୍ଘଦିନ ଧରି ସେ ଶଯ୍ୟାଶାୟୀ ଥିଲେ। ୧୯୩୭ ମସିହାରେ କଟକ ଜିଲ୍ଲା ତିଗିରିଆ ଠାରେ ଜନ୍ମଗ୍ରହଣ କରିଥିଲେ ବିନୋଦିନୀ ଦେବୀ। ଓଡ଼ିଆ ସୁଗମ ଏବଂ…