ଡାକ୍ତର ହେବା ପାଇଁ ଯୁକ୍ତ୨ରେ ‘ବାୟୋଲୋଜି’ ପଢ଼ିବା ଜରୁରୀ ନୁହେଁ, ଜାରି ହେଲା ନୂଆ ନିୟମ
‘ବାୟୋଲୋଜି ବା ଜୀବ ବିଜ୍ଞାନ’ ନ ପଢ଼ିଲେ ବି ହୋଇପାରିବେ ଡାକ୍ତର। ଡାକ୍ତର ହେବା ପାଇଁ ଏଣିକି ଯୁକ୍ତ୨ରେ ଦରକାର ହେବ ନାହିଁ ବାୟୋଲୋଜି ପାଠ। କାରଣ, ଏବେ ଯେଉଁ ପିଲାମାନେ ଏକାଦଶ ଏବଂ ଦ୍ୱାଦଶରେ ଗଣିତ ପାଠ ପଢ଼ିବେ, ସେମାନେ ମଧ୍ୟ ଭବିଷ୍ୟତରେ ଡାକ୍ତରୀ ପାଠ୍ୟକ୍ରମରେ ଆଡ୍ମିଶନ ନେଇପାରିବେ।…