Odisha News
Browsing Tag

biometric attendance

ବାୟୋମେଟ୍ରିକରେ ରହିବ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ଉପସ୍ଥାନ, ଦିନକୁ ଅଫିସରେ ସାଢ଼େ ୭ ଘଣ୍ଟା…

ଭୁବନେଶ୍ବର(କେନ୍ୟୁଜ୍): ବାୟୋମେଟ୍ରିକରେ ରହିବ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ଉପସ୍ଥାନ। ଦିନକୁ ଅଫିସରେ ସାଢ଼େ ୭ ଘଣ୍ଟା ରହିବା ବାଧ୍ୟତାମୂଳକ କରାଯାଇଛି। ଅଫିସ ଇନ୍‌ ଓ ଅଫିସ ଆଉଟ୍‌ ପଞ୍ଚ ନଦେଲେ ଅନୁପସ୍ଥିତ ବିବେଚିତ ହେବେ। ଏଭଳି ନିର୍ଦ୍ଦେଶନାମା ଜାରି କରିଛି…

ଅଫିସରୁ କର୍ମଚାରୀ ହେଉଛନ୍ତି ଫେରାର୍, ବାୟୋମେଟ୍ରିକରେ ଉପସ୍ଥିତି ଦେଉଛି ନକଲି ’ଆଙ୍ଗୁଠି’

ଆଗରୁ ଚାଲିଥିଲା ନକଲି ଷ୍ଟାମ୍ପ୍ କାରବାର । ଏବେ ଠକଙ୍କ ପିଟରାରେ ସାମିଲ୍ ହୋଇଗଲା ନକଲି ଆଙ୍ଗୁଠି । ଜିଲ୍ଲା ପ୍ରଶାସନ ଏବଂ ପୋଲିସର ନାକ ତଳେ ନଗରରେ ଚାଲିଛି ରବରର ନକଲି ଆଙ୍ଗୁଠିର କାରବାର । ଆଉ ଏହି ସୁବର୍ଣ୍ଣସୁଯୋଗର ଧଡାଧଡ ଫାଇଦା ନେଉଛନ୍ତି ଆଉ ସରକାରୀ ଏବଂ ବେସରକାରୀ କର୍ମଚାରୀ ।…