Odisha News
.
Browsing Tag

biopic

ମହିଳା କ୍ରିକେଟର ମିତାଲିଙ୍କ ବାୟୋପିକ୍‌ରେ ନଜର ଆସିପାରନ୍ତି ତାପସୀ !

ଏବେ ବଲିଉଡରେ ସ୍ପୋର୍ଟସ ପର୍ସନକୁ ନେଇ ବାୟୋପିକ ପ୍ରସ୍ତୁତ କରିବାର ଟ୍ରେଣ୍ଡ ଚାଲିଛି। ବିଗତ କିଛି ବର୍ଷରେ ’ଭାଗ୍‌ ମିଲ୍‌ଖା ଭାଗ, ସୁରମା, ମେରୀ କମ୍‌, ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ’ ଭଳି ଫିଲ୍ମ ପ୍ରସ୍ତୁତ ହୋଇସାରିଛି। ଏହି ଫିଲ୍ମକୁ ଦର୍ଶକେ ମଧ୍ୟ ବେଶ୍‌ ପସନ୍ଦ କରିଛନ୍ତି। ଏବେ ବଲିଉଡରେ…

ପୁଣି ଫେରୁଛନ୍ତି ହିମେଶ ରେଶାମିୟା, ଆର୍ମି ଅଫିସର ବିଷ୍ଣୁ ସେଠଙ୍କ ବାୟୋପିକରେ ଆସିବେ ନଜର

ମୁମ୍ବାଇ : ବଲିଉଡରେ ଚାଲିଥିବା ବାୟୋପିକର ସିରିଜରେ ଖୁବ ଶୀଘ୍ର ସାମିଲ ହେବାକୁ ଯାଉଛନ୍ତି ସଂଙ୍ଗୀତ ନିର୍ଦ୍ଦେଶକ ତଥା ଅଭିନେତା ହିମେଶ ରେଶାମିୟା । ଏବେ ନିକଟରେ ଆର୍ମି ଅଫିସର ବିଷ୍ଣୁ ସେଠଙ୍କ ବାୟୋପିକ୍ ନିର୍ମାଣ କରିବା ପାଇଁ ସେ ରାଇଟ୍ସ କିଣିଛନ୍ତି। ତେବେ ଏଥିପାଇଁ କୌଣସି ଅଭିନେତାଙ୍କୁ…

ସଞ୍ଜୁ ପରେ କପିଲ୍ : ବଲିଉଡରେ ଚାଲିଛି ବାୟୋପିକର ସିରିଜ୍

ମୁମ୍ବାଇ : 'ସଞ୍ଜୁ' ଫିଲ୍ମ ନିର୍ମିତ ହେବା ପରେ ବର୍ତ୍ତମାନ ବଲିଉଡ କଳାକାର ମାନଙ୍କ ମଧ୍ୟରେ ବାୟୋପିକ ନିର୍ମାଣ କରିବାର ଉତ୍ସାହ ଆରମ୍ଭ ହୋଇଗଲାଣି। ପ୍ରଶଂସକ ମାନେ ନିଜର ପ୍ରିୟ କଳାକାରଙ୍କ ଜୀବନ କାହାଣୀ ବିଷୟରେ ଜାଣିବା ପାଇଁ ବହୁତ ଉତ୍ସାହିତ ରହିଛନ୍ତି। ଏଥିପାଇଁ ଫିଲ୍ମ ନିର୍ମାତା,…

ସଞ୍ଜୁ ପାଇଁ ସଞ୍ଜୟ ଦତ୍ତ କେମିତି ବନିଥିଲେ ରଣବୀର କପୁର : ସାମ୍ନାକୁ ଆସିଲା ଭିଡିଓ

ରଣବୀର କପୁରଙ୍କ ଫିଲ୍ମ ’ସଞ୍ଜୁ’ର ରିଲିଜ ହେବାର ପ୍ରାୟ ଗୋଟେ ସପ୍ତାହ ହୋଇଗଲାଣି ଏବଂ ଏହି ଫିଲ୍ମ ୨୦୦ କୋଟି ଟଙ୍କା ଅତିକ୍ରମ କରିସାରିଲାଣି। ଏହା ରଣବୀର କପୁରଙ୍କ ପ୍ରଥମ ଫିଲ୍ମ ଯାହା ୨୦୦ କୋଟି ଟଙ୍କାର ତାଲିକାରେ ସାମିଲ ଅଛି। ନିଶ୍ଚିତ ପଢନ୍ତୁ : ସଞ୍ଜୟ ଦତ୍ତଙ୍କ ଅସଲ ଜୀବନରେ କିଏ ଏହି…

ପର୍ଣ୍ଣଷ୍ଟାରରୁ ଫିଲ୍ମଷ୍ଟାର : ସିନେମା କହିବ ସନ୍ନିଙ୍କ ଜୀବନର ଅଜଣା କାହାଣୀ

ବଲିଉଡ ଫିଲ୍ମରେ ନିଜର ହଟ୍ ଏବଂ ବୋଲ୍ଡ ସିନ ପାଇଁ ସବୁବେଳେ ଚର୍ଚ୍ଚାରେ ସନ୍ନି ଲିଓନୀ । ଏବେ ପୁଣି ଚର୍ଚ୍ଚାରେ ବେବି ଡଲ୍ । କାରଣ ରିଲିଜ୍ ହୋଇଛି ସନ୍ନିଙ୍କର ବାୟୋପିକର ଟ୍ରେଲର । ସନ୍ନିଙ୍କ ତାଙ୍କର ଏହି ବାୟୋପିକକୁ ଅନେକ ସମୟ ଧରି ଅପେକ୍ଷା କରିଥିଲେ। କିଛି ଦିନ ପୁର୍ବରୁ ଫିଲ୍ମର ମୋସନ…