Browsing Tag

bipasha basu

ଝିଅର ନାମ ଦେବୀ ରଖି ଫ୍ୟାନ୍ସଙ୍କୁ ପ୍ରଥମ ଝଲକ ଦେଖାଇଲେ ବିପାଶା ଏବଂ କରନ, ସେୟାର କଲେ ଫଟୋ

ବିପାଶା ବସୁ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଝିଅ ଜନ୍ମ ହେବା ପରେ ପ୍ରଥମ ଥର ପାଇଁ ଫ୍ୟାନ୍ସଙ୍କ ସହିତ ଫଟୋ ସେୟାର କରିଛନ୍ତି ବିପାଶା । ବିପାଶା ଏବଂ କରନ ଫଟୋ ସେୟାର କରି ସୂଚନା ଦେଇଛନ୍ତି। ଫଟୋ ସେୟାର କରି ଝିଅର ନାମକରଣ ମଧ୍ୟ କରିଛନ୍ତି। ବିପାଶା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର…

ବିବାହର ୬ ବର୍ଷ ପରେ ମା’ ହେଲେ ବିପାଶା ବସୁ, ଘରକୁ ଆସିଲେ କନ୍ୟା ରତ୍ନ

ମା’ ହେଲେ ବଲିଉଡ ଅଭିନେତ୍ରୀ ବିପାଶା ବସୁ। ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ବିପାଶା । ବିପାଶା ଏବଂ କରନ ସିଂ ଗ୍ରୋଭର ବାହାଘରର ୬ ବର୍ଷ ପରେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ମୁମ୍ବାଇର ହିନ୍ଦୁଜା ହସପିଟାଲରେ ବିପାଶା ଝିଅକୁ ଜନ୍ମ ଦେଇଛନ୍ତି। ଝିଅ ଜନ୍ମ ହେବା ପରେ ବିପାଶା ଏବଂ କରନ…

ପ୍ରେଗ୍‌ନେସିରେ ବିପାଶାଙ୍କ ବୋଲ୍ଡ ଅନ୍ଦାଜ୍‌, ଫଟୋ ଦେଖି ୟୁଜର୍ସ କହିଲେ “ସନାତନ ଧର୍ମ ସଂସ୍କୃତି ଉପରେ ଏହା…

ବିପାଶା ବସୁ ଶୀଘ୍ର ମା ହେବାକୁ ଯାଉଛନ୍ତି। ଆଜିକାଲି ବିପାଶା ଗର୍ଭଧାରଣ ସମୟକୁ ଖୁବ ଉପଭୋଗ କରୁଛନ୍ତି। ବଲିଉଡର ଜଣେ ବୋଲ୍ଡ ଏବଂ ଗ୍ଲାମରସ୍ ଅଭିନେତ୍ରୀ ବିପାଶା ସର୍ବଶେଷ ଫଟୋସୁଟ୍ କରିଛନ୍ତି। ଯେଉଁଥିରେ ସେ ତାଙ୍କ ବେବି ବମ୍ପ ସହ ନଜର ଆସିଛନ୍ତି। ସେୟାର ହୋଇଥିବା ଫଟୋ ଗୁଡ଼ିକରେ ବିପାଶା…

ବିପାଶା ବସୁ ନିରାଡ଼ମ୍ବରରେ କଲେ ନିଜ ‘ବେବି ସାଓ୍ଵାର’ ନୀତି; ଗୋଲାପୀ ଶାଢି ସାଙ୍ଗକୁ ପ୍ରେଗ୍‌ନାନ୍ସି ଗ୍ଲୋରେ…

ବଲିଉଡ ଅଭିନେତ୍ରୀ ବିପାଶା ବସୁ ମା’ ହେବାକୁ ଯାଉଛନ୍ତି। କିଛି ଦିନ ତଳେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି ଖୁସି ଖବର ଫ୍ୟାନ୍‌ମାନଙ୍କ ସହ ସେୟାର କରିଥିଲେ। ଏବେ ଅଭିନେତ୍ରୀଙ୍କ ‘ବେବି ସାଓ୍ଵାର’ର କିଛି ଫଟୋ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। ବିପାଶା ବସୁ ଓ କରଣ ସିଂ ଗ୍ରୋଭର…

ହସି ହସି ପୁଣି ନିଜ ବେବି ବମ୍ପ୍‌ ଫ୍ଲଣ୍ଟ୍‌ କଲେ ବିପାଶା ବସୁ; ଅଭିନେତ୍ରୀଙ୍କ ପ୍ରେଗ୍‌ନାନ୍ସି ଗ୍ଲୋ ଦେଖି…

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଏବେ ନିଜ ପ୍ରେଗ୍‌ନାନ୍ସି ଜର୍ଣ୍ଣିକୁ ଖୁବ୍‌ ଉପଭୋଗ କରୁଛନ୍ତି। ଏହି ମାସର ପ୍ରାରମ୍ଭରେ ବିପାଶା ମା’ ହେବାକୁ ଯାଉଥିବା ନେଇ ଘୋଷଣା କରିଥିଲେ। ଏହା ପରଠାରୁ ସେ ଇନ୍‌ଷ୍ଟାଗ୍ରାମରେ ଲଗାତାର ନିଜ ବେବି ବମ୍ପ୍‌କୁ ଫ୍ଲଣ୍ଟ୍‌ କରୁଥିବାର ନଜର ଆସୁଛନ୍ତି। ଏବେ…

ବିପାଶା ବସୁ ଫ୍ଲଣ୍ଟ୍‌ କଲେ ନିଜ ବେବି ବମ୍ପ୍‌, ଭିଡିଓ ସେୟାର କରି ଅଭିନେତ୍ରୀ ଜାହିର କଲେ ନିଜ ଖୁସି

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ନିଜ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତକୁ ଏବେ ଉପଭୋଗ କରୁଛନ୍ତି। ଅଭିନେତ୍ରୀ ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି। ୪୩ ବର୍ଷୀୟା ବିପାଶା ନିଜ ସ୍ୱାମୀ କରଣ ସିଂ ଗ୍ରୋଭରଙ୍କ ସହ ଏହି ଖୁସି ଖବର କିଛି ଦିନ ତଳେ ସମସ୍ତଙ୍କ ସହ ସେୟାର କରିଥିଲେ।…

ବହୁତ ରୋମାଣ୍ଟିକ୍‌ ଷ୍ଟାଇଲରେ ନିଜ ପ୍ରେଗ୍‌ନାନ୍ସି ଘୋଷଣା କଲେ ବିପାଶା ବସୁ; ବେବି ବମ୍ପ୍‌କୁ କିସ୍‌ କରୁଥିବାର ନଜର…

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଓ କରଣ ସିଂ ଗ୍ରୋଭର ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଫ୍ୟାନମାନଙ୍କୁ ଚମକାଇ ଦେଇଛନ୍ତି। ଶେଷରେ ସେମାନେ ଜଣାଇ ଦେଇଛନ୍ତି ଯେ ସେମାନେ ମାଆ, ବାପା ହେବାକୁ ଯାଉଛନ୍ତି। କପଲ୍‌ ବହୁତ ରୋମାଣ୍ଟିକ୍‌ ଷ୍ଟାଇଲରେ ନିଜର ପ୍ରେଗ୍‌ନାନ୍ସି ଘୋଷଣା କରିଛନ୍ତି।…