ମାଲଦ୍ୱୀପରେ ଜନ୍ମଦିନ ପାଳନ କଲେ ବିପାଶା, ଏବେ ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ
ମାଲଦ୍ୱୀପକୁ ଯିବା ବଲିଉଡ ଷ୍ଟାରଙ୍କ ପାଇଁ ବଡ କଥା ନୁହେଁ । ବଲିଉଡର ସମସ୍ତ ଷ୍ଟାର ପ୍ରାୟତଃ ବଡ଼ କିମ୍ବା ଛୋଟ ଖୁସିର ସେଲିବ୍ରେସନ୍ କରିବା ପାଇଁ ମାଲଦ୍ୱୀପକୁ ଯାଇଥାନ୍ତି । କିନ୍ତୁ ଯେହେତୁ ବର୍ତ୍ତମାନ ମାଲଦ୍ୱୀପ ଓ ଭାରତ ମଧ୍ୟରେ ବିବାଦ ଚାଲିଛି । ସେଥିପାଇଁ ବଲିଉଡର ଅନେକ ଷ୍ଟାର…