Browsing Tag

biraja hata

ଜେଲରୁ ମୁକୁଳିଲେ ଭବ ପ୍ରକାଶ ଦାସ, ବିରଜା ହାଟ ବିବାଦ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିଲେ

ଯାଜପୁର ଟାଉନ: ଜେଲରୁ ମୁକୁଳିଲେ ଭବ ପ୍ରକାଶ ଦାସ । ଯାଜପୁର ବିରଜା ପରିକ୍ରମା ପ୍ରକଳ୍ପ ଏବଂ ବିରଜା ହାଟ ବିବାଦ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିଲେ ଭବ ପ୍ରସାଦ ଦାସ । ଜାମିନ ମିଳିବା ପରେ ଜେଲରୁ ମୁକୁଳିଛନ୍ତି ।  ଭବଙ୍କୁ ପୂର୍ବରୁ ୪ ଟି ମାମଲାରେ ଜାମିନ ମିଳିଥିବା ବେଳେ ଆଜି ଆଉ ମାମଲାରେ…

ବିରଜା ପରିକ୍ରମା ପ୍ରକଳ୍ପ ଏବଂ ବିରଜା ହାଟ ବିବାଦର ସମାଧାନ ପାଇଁ ପ୍ରଶାସନ ନିଷ୍ପତ୍ତି

ଯାଜପୁର ଟାଉନ: ବହୁ ଚର୍ଚ୍ଚିତ ବିରଜା ପରିକ୍ରମା ପ୍ରକଳ୍ପ ଏବଂ ବିରଜା ହାଟ ବିବାଦର ସମାଧାନ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି ।  ଆଜି ପ୍ରଶାସନ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆରଏମସି ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ୩ ଏକର ଜମି…

ବିରଜା ପରିକ୍ରମା ପ୍ରକଳ୍ପ ଓ ହାଟ ଖୋଲିବା ପ୍ରସଙ୍ଗକୁ ନେଇ ଶେଷ ହେବାକୁ ଯାଉଛି ସବୁ ନାଟ

ଯାଜପୁର ଟାଉନ୍: ଯାଜପୁରରେ ମାଆ ବିରଜା ପରିକ୍ରମା ପ୍ରକଳ୍ପ ଏବଂ ହାଟକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇସାରିଛି । ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ କ୍ରମେ ଏବେ ଏହି ପରିସ୍ଥିତିରେ କିଛିଟା ସୁଧାର ଆସିଛି । ଜିଲ୍ଲାପାଳଙ୍କ ତତ୍ୱାବଧାନରେ…

ବିରଜା ହାଟକୁ ପୁନଃ ପ୍ରତିଷ୍ଠା ଉଦ୍ୟମକୁ କେନ୍ଦ୍ର କରି ଉତ୍ତେଜନା

ଯାଜପୁର ଟାଉନ : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ବିରଜା ହାଟକୁ ପୁନଃ ପ୍ରତିଷ୍ଠା ଉଦ୍ୟମକୁ କେନ୍ଦ୍ର କରି ଉତ୍ତେଜନା। ୪ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଘରୋଇ ହାଟକୁ ସନ୍ଥମାଧବକୁ ସ୍ଥାନାନ୍ତର ପରେ ଏହାକୁ ବିରଜା…