ହାଜତ ମୃତ୍ୟୁକୁ ନେଇ ବିରମିତ୍ରପୁରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
ବିରମିତ୍ରପୁର(କେ ନ୍ୟୁଜ): ବିରମିତ୍ରପୁର ୧୨ ଘଣ୍ଟିଆ ବନ୍ଦ । ହାଜତ ମୃତ୍ୟୁ ମାମଲାରେ ବିଚାରବିଭାଗୀୟ ତଦନ୍ତ ଓ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି । କର୍ମୀ ମାନଙ୍କ ପକ୍ଷରୁ ପିକେଟିଂ କରାଯାଇ ଦୋକାନ, ବଜାର ଆଦି ବନ୍ଦ…