ଆସନ୍ତାକାଲି ଚିଲିକାରେ ପକ୍ଷୀ ଗଣନା, ସକାଳ ୬ ଟାରୁ ଆରମ୍ଭ ହେବା କାର୍ଯ୍ୟକ୍ରମ
ବାଲୁଗାଁ : ଆସନ୍ତାକାଲି ଚିଲିକାରେ ପକ୍ଷୀ ଗଣନା । ପ୍ରଶିକ୍ଷଣ ନେଉଛନ୍ତି ନିୟୋଜିତ କର୍ମଚାରୀ । ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଡକୁଳ ସ୍ଥିତ CDA କାର୍ଯ୍ୟାଳୟ ଠାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ପାଇଁ ନିୟୋଜିତ ଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏହି ପ୍ରଶିକ୍ଷଣ…