Browsing Tag

bird Festival

ଚିଲିକା ପକ୍ଷୀ ମହୋତ୍ସବର ଦ୍ୱିତୀୟ ଦିନ; ପ୍ରବାସୀ ପକ୍ଷୀ ସମାଗମ ଓ ନୌକା ଦୌଡ଼ର ରୋମାଞ୍ଚ

ଭୁବନେଶ୍ୱର: ଆଜି ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବର ଦ୍ୱିତୀୟ ଦିନରେ ପକ୍ଷୀ ଦର୍ଶନ, ସ୍ଥାନୀୟ ଲୋକମାନଙ୍କର ସକ୍ରିୟ ସହଭାଗିତା ଓ ପାରମ୍ପରିକ ନୌକା ଦୌଡ଼ ଉତ୍ସାହପୂର୍ଣ୍ଣ ଭାବେ ପାଳିତ ହୋଇଛି । ପରିବେଶ ସୁରକ୍ଷା ଓ ସଂରକ୍ଷଣ ସହ ପର୍ଯ୍ୟଟନର ବିକାଶ କରିବା ହେଉଛି ଓଡ଼ିଶା ସରକାରଙ୍କ…