ଭୁବନେଶ୍ବର : ଇଣ୍ଡିଗୋ ବିମାନରେ ପିଟିହେଲା ପକ୍ଷୀ, ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ
ଭୁବନେଶ୍ୱର : ଇଣ୍ଡିଗୋ ବିମାନର ଜରୁରୀକାଳୀନ ବ୍ରେକ୍ । ବାର୍ଡ ହିଟ ଯୋଗୁ ଟେକ ଅଫ ବନ୍ଦ କଲେ ଇଣ୍ଡିଗୋ ବିମାନ ପାଇଲଟ । ବୁଧବାର ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ 6E- 6101 ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟେକ୍-ଅଫ୍ ପୂର୍ବରୁ ଏକ…