Browsing Tag

bird murder

ମାଛରଙ୍କା ଚଢେଇକୁ ନିର୍ଦ୍ଦୟ ଭାବେ ମାରିଲା ଯୁବକ, ରିଲ୍ସ ଭାଇରାଲ ପରେ ଗିରଫ

ରାଜକନିକା (କେନ୍ୟୁଜ): ମାଛରଙ୍କା ଚଢେଇକୁ ନିର୍ଦ୍ଦୟ ଭାବେ ମାରି ଗିରଫ ହେଲା ଯୁବକ । ମାଛ ଖାଇବାରୁ ମାଛରଙ୍କା ଚଢେଇକୁ ନିର୍ଦ୍ଦୟ ଭାବେ ମାରିଲା ଯୁବକ । ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ । ରାଜକନିକା ତାଳଚୁଆ ପଟାପରିଆ ଗାଁର ଗୁରୁ ଦଳାଇ ରାଜକନିକା ଅଂଚଳରେ ଚିଙ୍ଗୁଡ଼ି ଘେରିରେ କାମ କରନ୍ତି…