Browsing Tag

bird

ଖାଦ୍ୟ ଖାଉଥିଲେ ବ୍ୟକ୍ତି, ହଠାତ ଥାଳିରେ ଆସି ଖାଇବାକୁ ଲାଗିଲା ବଣି ଚଢ଼େଇ, ଦେଖନ୍ତୁ ଭିଡିଓ

ସାଧାରଣତଃ ଆମେ ଚଢେଇକୁ ଦାନା ଖାଉଥିବାର ଦେଖିଛୁ। ଅନେକ ଲୋକ ଚଢ଼େଇମାନଙ୍କ ପାଇଁ ଘର ଛାତ ଉପରେ ଦାନା ପକାଇ ଥାନ୍ତି। ଯେତେବେଳେ କେହି ନ ଥାନ୍ତି, ଚଢ଼େଇମାନେ ଆସି ସେହି ଦାନା ଖାଇଥାନ୍ତି। କିନ୍ତୁ କ'ଣ ଆପଣ କୌଣସି ଚଢ଼େଇକୁ ମଣିଷ ସହିତ ଗୋଟିଏ ହିଁ ଥାଳିରେ ଖାଉଥିବାର ଦେଖିଛନ୍ତି? ଏମିତି ଏକ…

ଆହତ ପକ୍ଷୀକୁ ନୂଆ ଜୀବନ ଦେଲେ ବ୍ୟକ୍ତି, ମୁହଁରୁ ନିଃଶ୍ବାସ ଦେବାରେ ଏମିତି କରିଥିଲେ ଚେଷ୍ଟା, ଦେଖନ୍ତୁ ଭାବୁକ…

ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ପଶୁପକ୍ଷୀଙ୍କ ପ୍ରତି ଅଧିକ ଭଲ ପାଇବା ରହିଛି। ଏବେ ଟ୍ୱିଟରରେ ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖି ଯେ କେହି ଭାବୁକ ହୋଇଯିବ। ଆଇଏଫଏସ ଅଫିସର ସନ୍ଦୀପ ତ୍ରିପାଠୀ ଏହି ଭିଡିଓକୁ ସେୟାର କରିଛନ୍ତି। ଏହି ଭାଇରଲ ଭିଡିଓରେ ଦେଖିବାକୁ ମିଳୁଛି କି,…

ଶୀତର ପହିଲି ସ୍ପର୍ଶରେ ଚିଲିକାରେ ଜମିଲାଣି ଲକ୍ଷାଧିକ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ

ଟାଙ୍ଗୀ: ଶୀତର ପହିଲି ସ୍ପର୍ଶରେ ଚିଲିକାକୁ ଆସିଲେଣି ନୂଆ ଅତିଥି । ଦେଶି ବିଦେଶୀ ପକ୍ଷୀଙ୍କ କାକଳୀରେ ଚିଲିକା ହେଉଛି ମୁଖରିତ । ଏବେ ଚିଲିକା ପାଲିଟିଛି ଦେଶି ବିଦେଶୀ ପକ୍ଷୀମାଙ୍କ ପାଇଁ ଭୂସ୍ୱର୍ଗ । ନିଳାମ୍ବୁ ଚିଲିକାରେ ମେଲିଛି ରଙ୍ଗର ପସରା । ଭଳିକି ଭଳି ରଙ୍ଗ ବେରଙ୍ଗର ପକ୍ଷୀ…

ପକ୍ଷୀଙ୍କ ପରି କାହିଁକି ଉଡ଼ିପାରେ ନାହିଁ ମଣିଷ ? ସହଜ ଉତ୍ତର ମଣିଷର ଡେଣା ନାହିଁ କିନ୍ତୁ ଭିତରେ ରହିଛି ଅନେକ ରହସ୍ୟ..

ପିଲାଦିନେ ସମସ୍ତଙ୍କ ମନରେ ଥରେ ଉଡ଼ିବା ପାଇଁ ଇଚ୍ଛା ନିଶ୍ଚୟ ସୃଷ୍ଟି ହୋଇଥାଏ କିନ୍ତୁ ଯେତେବେଳେ ଆମେ ଏହି ବିଷୟରେ କାହାକୁ କହୁ ତାହେଲେ ସମସ୍ତେ ହସରେ ଉଡାଇ ଦେଇଥାନ୍ତି । ଆଜି ବି ଯଦି ଆମ ଭିତରୁ କିଏ ପଚାରେ ଯେ ମଣିଷ କାହିଁକି ଉଡିପାରିବ ନାହିଁ । ତାହେଲେ ଏହି ପ୍ରଶ୍ନର ଉତ୍ତର ଆମେ କଣ…

ନଦୀ କୂଳରେ ବିଶ୍ରାମ ନେଉଥିବା କୁମ୍ଭୀରକୁ ଥଣ୍ଟରେ ଆକ୍ରମଣ କଲା ପକ୍ଷୀ, ତା’ପରେ କଣ ହେଲା ଦେଖନ୍ତୁ

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ୟ ନିଜର ହସ ରୋକିପାରିବେ ନାହିଁ। ସରୀସୃପ ମାନଙ୍କ ମଧ୍ୟରୁ ମଗରମାଛ ଅର୍ଥାତ କୁମ୍ଭୀର ସବୁଠାରୁ ବଡ। ଆପଣମାନେ ତ ଜାଣିଥିବେ କୁମ୍ଭୀର ଦେଖିବାକୁ ସୁସ୍ଥ କିନ୍ତୁ ସିକାର ସମୟରେ ଏହା ଖୁବ୍‌ ଚଞ୍ଚଳ…

କେବଳ ମଣିଷ ନୁହଁନ୍ତି ପଶୁମାନେ ମଧ୍ୟ କରନ୍ତି ଆତ୍ମହତ୍ୟା, ଜୀବନରୁ ସେମାନେ ମଧ୍ୟ ହୋଇଥାଆନ୍ତି ନିରାଶ

ପଢିବାକୁ ନିଶ୍ଚୟ ଅଜବ ଲାଗୁଥିବ ଆପଣଙ୍କୁ । କିନ୍ତୁ ଏକଥା ପ୍ରମାଣିତ ହୋଇସାରିଛି ଯେ ପଶୁ ପକ୍ଷୀମାନଙ୍କ ମଧ୍ୟରେ ମଧ୍ୟ ଆସିଥାଏ ନିରାଶ ଭାବ । ସେମାନେ ମଧ୍ୟ ଚାପ,ଚିନ୍ତା ଏବଂ ନିରାଶ ଦେଇ ଗତି କରିଥାନ୍ତି । ଏପରିକି ଅନେକ ସମୟରେ ଜୀବନ ଶେଷ କରିଦେବାର ଭାବନା ମଧ୍ୟ ତାଙ୍କ ଭିତରେ ଆସିଥାଏ ।…