ତୁଟିଲା ବିବାଦ, ୧୧ ମାସ ପରେ ଖୋଲିଛି ବିରଜା – ଅଗ୍ନେଶ୍ୱର ହାଟ
ଯାଜପୁର: ଖୋଲିଲା ବିରଜା ହାଟ । ୧୧ ମାସ ପରେ ଖୋଲିଛି ବିରଜା - ଅଗ୍ନେଶ୍ୱର ହାଟ । ଯାଜପୁର ବିରଜା ପରିକ୍ରମା ପ୍ରକଳ୍ପ ନିକଟରେ ଖୋଲିଛି ପୁରୁଣା ବିରଜା ହାଟ। ସନ୍ଥ ମାଧବ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବା ହାଟକୁ ନେଇ ପୂର୍ବରୁ ବିବାଦ ଦେଖାଦେଇଥିଲା । ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ…