ମଧୁ ବାବୁଙ୍କର ୧୭୮ ତମ ଜନ୍ମ ଜୟନ୍ତୀ, ‘ଓକିଲ ଦିବସ’ ପାଳନ କରୁଛି ସାରା ଓଡ଼ିଶା
ଭୁବନେଶ୍ବର: ଆଧୁନିକ ଓଡ଼ିଶାର ବିନ୍ଧାଣୀ । ଜାତିର ଗୌରବ । ସ୍ୱାଭିମାନର ପ୍ରତୀକ, ମଧୁସୂଦନ ଦାସ । ୧୭୮ ବର୍ଷ ପୂର୍ବେ ଜନ୍ମ ନେଇଥିଲେ । ୨୮ ଅପ୍ରେଲ, ୧୮୪୮ରେ କଟକର ସତ୍ୟଭାମାପୁର ମାଟିରେ ଜନ୍ମ । ଏହି ଦିନକୁ ସାରା ଓଡ଼ିଶା 'ସ୍ୱାଭିମାନ ଦିବସ' ଏବଂ 'ଓକିଲ ଦିବସ' ଭାବେ ଗର୍ବର ସହ ପାଳନ…