ଚାକିରିରୁ ବିଦା ହେଲେ ଅଙ୍ଗନବାଡ଼ି ଦିଦି, ପ୍ରମାଣପତ୍ର ଓ ଆଧାର କାର୍ଡରେ ରହିଛି ଭିନ୍ନ ଭିନ୍ନ ଜନ୍ମତାରିଖ
ଉଦଳା : ଭିନ୍ନ ଭିନ୍ନ ଜନ୍ମ ତାରିଖ ପାଇଁ ଚାକିରିରୁ ବିଦା ହେଲେ ଅଙ୍ଗନୱାଡି କର୍ମୀ । ମୟୂରଭଞ୍ଜ କପ୍ତିପଦା ବ୍ଲକ ଦେବାନବାହାଳି-୨ ଅଙ୍ଗନୱାଡି କର୍ମୀ ସୁମି ସିଂ ଶମ୍ବୁରାଇ ବହିଷ୍କୃତ ହୋଇଛନ୍ତି । ୪ଟି ଭିନ୍ନ ଭିନ୍ନ ଜନ୍ମ ତାରିଖ ଦର୍ଶାଇଥିବାରୁ କାର୍ଯ୍ୟାନୁଷ୍ଠାନ ନେଇଛି ଜିଲ୍ଲା…