Browsing Tag

birthday celebration

କ୍ୟାଟ୍ରିନାଙ୍କ ଜନ୍ମଦିନ ପାଳିଲେ ଭିକି କୌଶଳ, ସେୟାର କଲେ ଫଟୋ

କ୍ୟାଟ୍ରିନା କୈଫ୍ ଜୁଲାଇ ୧୬ ତାରିଖରେ ତାଙ୍କ ସ୍ବାମୀ ଭିକି କୌଶଳ, ପୁଅ ଭିୟାନ ଏବଂ ପରିବାର ସହିତ ତାଙ୍କର ୪୩ତମ ଜନ୍ମଦିନ ପାଳନ କରିଥିଲେ । ଏହି ଖୁସିର ଝଲକକୁ ଭିକି କୌଶଳ ଏବେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଯାହାକୁ ଦେଖିବା ପରେ ପ୍ରଶଂସକମାନେ…

ଦିବ୍ୟାଙ୍ଗ ପିଲାଙ୍କ ସହ ଜନ୍ମ ଦିନ ପାଳିଲେ ଅବସରପ୍ରାପ୍ତ ଶିକ୍ଷକ ଓ ତାଙ୍କ ଧର୍ମପତ୍ନୀ

ଉଦଳା: ସ୍କୁଲ ଆଗରେ ଜନ୍ମ ଦିନର ବ୍ୟାନର । ପିଲାମାନଙ୍କ ଖୁସିରେ ଆମେ ଖୁସି । ନିଜେ ଗରିବ ପରିବାରରେ ଜନ୍ମ ହୋଇଥିଲେ, ସେଥିପାଇଁ ଅସହାୟଙ୍କ ଦୁଃଖ ଦେଖିଲେ ନିଜେ ହୋଇଯାଆନ୍ତି ଦୁଃଖୀ । ମଣିଷ ଅନ୍ତରର ବେଦନାକୁ ସତେ ଯେମିତି ସେ ବୁଝି ପାରନ୍ତି । ନିଜକୁ କଷ୍ଟ ହେଉ ପଛେ ଅନ୍ୟକୁ ସହଯୋଗ କରିବାରେ…

୬୮ ବର୍ଷ ବୟସରେ ପାଦ ଥାପିଲେ ସନ୍ନି ଦେଓଲ, ଧୁମଧାମରେ ଜନ୍ମଦିନ କଲେ ପାଳନ

ବଲିଉଡର ଚର୍ଚ୍ଚିତ ଅଭିନେତା ସନି ଦେଓଲ ଆଜି ତାଙ୍କ ୬୮ ତମ ଜନ୍ମଦିନକୁ ଧୁମଧାମରେ ପାଳନ କରୁଛନ୍ତି । ଯାହାର ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି । ପରିବାର ଏବଂ ବନ୍ଧୁମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।…

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ପଦଯାତ୍ରାରେ ସାମିଲ ହେବେ

ଭୁବନେଶ୍ୱର : ଆଜି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ନବୀନ ପଟ୍ଟନାୟକ ୭୯ ବର୍ଷ ବୟସରେ ପାଦ ଦେଇଛନ୍ତି । ଏଥର ନିଜ ଜନ୍ମଦିନକୁ ସେ ଭିନ୍ନ ଢଙ୍ଗରେ ପାଳନ କରିବେ। ଜନ୍ମଦିନରେ ବିଜେଡିର ଜନସଂପର୍କ ପଦଯାତ୍ରାରେ ଯୋଗଦେବେ। ନୂଆପଡ଼ା ଉପ ନିର୍ବାଚନ…

ବାର୍ଥ ଡେ ସେଲିବ୍ରେସନ ବେଳେ ଭୂତ ଆତଙ୍କ ! ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା

ପୁରୀ: ବାର୍ଥ ଡେ ସେଲିବ୍ରେସନ ବେଳେ ଭୂତ ଆତଙ୍କ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ଭୂତ । ଭୂତ ଗୁଜବ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଷ୍ଟ । ଭୂତର କାନ୍ଦ ବୋବାଳି ସାଙ୍ଗକୁ ପାଉଁଜର ଛମ୍ ଛମ୍ ଶବ୍ଦ । ଅନ୍ଧାର ରାତିରେ ଜଣଙ୍କର କାନ୍ଦ ଆଉ ତା ପରେ ଚିତ୍କାର ସମସ୍ତଙ୍କୁ ଭୟଭୀତ କରୁଛି…

୪୫ ତମ ଜନ୍ମଦିନ ପାଳନ କଲେ ବୋଲର ହରଭଜନ ସିଂ, IPLରେ କରିଥିଲେ ରେକର୍ଡ

ଭାରତୀୟ କ୍ରିକେଟ୍ର ବୋଲର ଅଫ୍-ସ୍ପିନର ହରଭଜନ ସିଂ ଆଜି ତାଙ୍କର ୪୫ ତମ ଜନ୍ମଦିନ ପାଳନ କରୁଛନ୍ତି । ବିଶ୍ୱ କ୍ରିକେଟରେ ଟର୍ବାନେଟର ଭାବରେ ବେଶ୍ ଜଣାଶୁଣା । ଆଜି ପର୍ଯ୍ୟନ୍ତ ତାଙ୍କ ରେକର୍ଡ ଭାଙ୍ଗିବାରେ କେହି ସଫଳ ହୋଇପାରିନାହାଁନ୍ତି । ଏହା ଛଡ଼ା ହରିଜନଙ୍କ ଚମତ୍କାର ବୋଲିଂର ଧମାଲ…

ସୁନା ‘ବିସ୍କୁଟ୍ ଅନ୍ତବସ୍ତ୍ର’ ପିନ୍ଧି ଜନ୍ମଦିନ ପାଳନ କଲେ ‘ନୀନା ଗୁପ୍ତା’, ଭାଇରାଲ ହେଉଛି ଫଟୋ

ବରିଷ୍ଠ ଅଭିନେତ୍ରୀ ନୀନା ଗୁପ୍ତା ନିକଟରେ ତାଙ୍କର ୬୬ତମ ଜନ୍ମଦିନ ପାଳନ କରିଛନ୍ତି । ଅଭିନେତ୍ରୀ ତାଙ୍କର ଆଗାମୀ ଫିଲ୍ମ ମେଟ୍ରୋ ଇନ୍ ଡିନୋର ଷ୍ଟାରକାଷ୍ଟ ଏବଂ କ୍ରୁଙ୍କ ସହିତ ତାଙ୍କର ଜନ୍ମଦିନ ଦିନ ପାଳନ କରିଥିଲେ ଏବଂ ଏକ କେକ୍ ମଧ୍ୟ କାଟିଥିଲେ । ଏହି ସମୟରେ, ନୀନା ଏକ ଷ୍ଟେଟମେଣ୍ଟ…

୩୮ବର୍ଷରେ ପାଦ ଥାପିଲେ ବଲିଉଡର ଦବଙ୍ଗ ଗାର୍ଲ, ଫ୍ୟାଶନ ଡିଜାଇନରରୁ ସାଜିଥିଲେ ଅଭିନେତ୍ରୀ

୩୮ବର୍ଷରେ ପାଦ ଥାପିଲେ ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ।  ଆଜି ସେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଫିଟସେନକୁ ନେଇ ଅନେକ ସମୟରେ ସେ ଚର୍ଚ୍ଚାରେ ରହିଥାନ୍ତି । ସେ ସଲମାନଙ୍କ ସହ ’ଦବଙ୍ଗ’ ଫିଲ୍ମରେ ନଜର ଆସିଥିଲେ । କେବଳ ସଲମାନ ନୁହେଁ ବରଂ ଅକ୍ଷୟ କୁମାରଙ୍କ ସମେତ ବଡ…

ପୁଅର ଜନ୍ମଦିନ ପାର୍ଟିରେ ନଥିଲେ ଶାହରୁଖ ଖାନ, ତଥାପି ଖାସ୍ ଥିଲା ଅବରାମଙ୍କ ପାଇଁ ଏହି ଦିନ

ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ସାନ ପୁଅ ଅବରାମ ଖାନ ୨୭ ମେରେ ତାଙ୍କର ୧୨ତମ ଜନ୍ମଦିନ ପାଳନ କରିଥିଲେ । ଏଥର ଅବରାମଙ୍କ ଜନ୍ମଦିନ ଅତ୍ୟନ୍ତ ବ୍ୟକ୍ତିଗତ ଭାବରେ ପାଳନ କରାଯାଇଥିଲା । ଏହି ଛୋଟ କିନ୍ତୁ ଅତ୍ୟନ୍ତ ମଧୁର ଉତ୍ସବ ମୁମ୍ବାଇର ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ…

ଶତାୟୁଙ୍କ ଜନ୍ମଦିନ ପାଳନ କଲେ ପରିବାର ଓ ଅଞ୍ଚଳବାସୀ, ସାଉଁଣ୍ଟୁଛନ୍ତି ପ୍ରଶଂସା

ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ବୃଦ୍ଧବୃଦ୍ଧା ଅଲୋଡ଼ା ହୋଇ ଯାଉଛନ୍ତି । କିଛି ବୃଦ୍ଧବୃଦ୍ଧାଙ୍କ ଠିକଣା ହୋଇ ଯାଉଛି ବୃଦ୍ଧାଶ୍ରମ । ବୃଦ୍ଧବୃଦ୍ଧା ଯେମିତି ଆଜିର ସମାଜରେ ବୋଝ । ଅନେକ ସମୟରେ ବୃଦ୍ଧବୃଦ୍ଧାମାନେ ନିର୍ଯାତନାର ଶିକାର ହେଉଥିବା ବି ଆପଣମାନେ ଶୁଣିଥିବେ । କିନ୍ତୁ ଆଜି ବି କିଛି…

୪୦ ବର୍ଷରେ ପାଦ ଦେଲେ ଅଙ୍କିତା ଲୋଖଣ୍ଡେ, ସ୍ୱାମୀ ଭିକ୍କିଙ୍କ ସହ କଲେ ଜବରଦସ୍ତ ସେଲିବ୍ରେସନ୍‌ ; ସେୟାର କଲେ ଭିଡିଓ

'ପବିତ୍ର ରିସ୍ତା' ହିନ୍ଦୀ ଟେଲିଭିଜନ ସୋ ରେ ଅଭିନୟ କରି ବେଶ ପରିଚିତ ହୋଇଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜି ୪୦ ବର୍ଷ ବୟସରେ ପାଦ ରଖିଛନ୍ତି । ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଜନ୍ମଦିନ ବେଶ୍‌ ଖାସ୍‌ ଅନ୍ଦାଜରେ ସେଲିବ୍ରେଟ୍‌ କରିଛନ୍ତି । ଅଙ୍କିତାଙ୍କ ଜନ୍ମଦିନ ପାଇଁ ସ୍ୱାମୀ…

କୁନି ଝିଅର ପ୍ରଥମ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କଲେ ପରିବାର ଲୋକେ

ଜଳେଶ୍ୱର: ବର୍ତ୍ତମାନ ସମୟରେ ଜନ୍ମଦିନ ପାଳନ ଏକ ଫ୍ୟାଶନରେ ପରିଣତ ହୋଇଗଲାଣି । ଅଧିକାଂଶ ଲୋକ ବଡ଼ବଡ଼ ହୋଟେଲ, କ୍ଲବ, ମଣ୍ଡପରେ ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥୀଙ୍କୁ ଏକାଠି କରି ବହୁ ଜାକ ଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ…