ବାବା ଚଣ୍ଡେଶ୍ୱର ଦେବ ଶୈବ ପୀଠରେ ବେଦ ମହାଯଜ୍ଞ ଅନୁଷ୍ଠିତ, ଚାରି ବେଦ ପାଠରେ କମ୍ପିଲା ଅଞ୍ଚଳ
ଟାଙ୍ଗୀ: ଆମ ସଂସ୍କୃତି ଓ ପରମ୍ପରାରେ ଚାରି ବେଦର ରହିଛି ଏକ ସ୍ବତନ୍ତ୍ରତା । ବିଶ୍ୱାସ ରହିଛି ଯେଉଁଠାରେ ବେଦ ମନ୍ତ୍ର ଉଚ୍ଚାରଣ ହୁଏ । ସେଠାରେ ସମସ୍ତ ବିଘ୍ନ ବିନାଶ ହୁଏ । ବ୍ରାହ୍ମଣ ପଣ୍ଡିତମାନଙ୍କ ବେଦ ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ବାବା ଚଣ୍ଡିହର ଦେବଙ୍କ ପୀଠ । ଗାୟତ୍ରୀ ମଣ୍ଡଳୀ ମା’…