Browsing Tag

bjb collage

ବିଜେବି କଲେଜରେ ଗୋଷ୍ଠୀ ସଂଘର୍ଷ, ୩ ଛାତ୍ର ଆହତ

ପୁଣି ଅଶାନ୍ତ ବିଜେବି କଲେଜ । ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜରେ ଗୋଷ୍ଠୀ ସଂଘର୍ଷ। କମେଣ୍ଟମରାକୁ କେନ୍ଦ୍ର କରି ଆକ୍ରମଣରେ ୩ ଜଣ ଛାତ୍ର ଆହତ ହୋଇଛନ୍ତି । ଜଣେ ଯୁକ୍ତ ୩ ଛାତ୍ର ଓ ପ୍ଲସ ଟୁର ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି । ଆମ୍ବେଦକର ହଷ୍ଟେଲ ଛାତ୍ର ଆକ୍ରମଣ କରିଥିବା ନେଇ…

ବିଜେବି କଲେଜ ଛାତ୍ରଙ୍କୁ ହାଣିବା ଘଟଣା: ୨ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେଲା ବଡଗଡ଼ ଥାନା

ଭୁବନେଶ୍ବର(କେନ୍ୟୁଜ୍): ବିଜେବି କଲେଜ ଛାତ୍ରଙ୍କୁ ଅଣଛାତ୍ର ଗୋଡେଇ ଗୋଡେଇ ହାଣିବା ଘଟଣାରେ ୨ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡ ରେ ନେଲା ବଡଗଡ଼ ଥାନା। ଦିପୁ ପ୍ରଧାନ ଓ ଭିକି ନାୟକଙ୍କୁ ରିମାଣ୍ଡରେ ନେଲା ପୋଲିସ। ଚଢ଼ାଉ ବେଳେ ମାରଣାସ୍ତ୍ର ସହ ଗୋଟିଏ ପଲସର ବାଇକ ଜବତ ହୋଇଛି। …

ବିଜେବି କଲେଜରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣା: ଆଉ ଜଣଙ୍କୁ ଗିରଫ କଲା ବଡ଼ଗଡ଼ ଥାନା ପୋଲିସ

କେନ୍ୟୁଜ(ବ୍ୟୁରୋ): ବିଜେବି କଲେଜରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ବଡ଼ଗଡ଼ ଥାନା ପୋଲିସ । ଗତକାଲି ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ଗିରଫ ଦାରି ସଂଖ୍ୟା ୪ କୁ ବୃଦ୍ଧି ପାଇଛି । ଗିରଫ ଅଣ ଛାତ୍ରଙ୍କ ନାଁ ସାହିଲ ଦାସ । ସାହିଲ ମହିଷାଖାଲ…

ପୁଣି ଅଶାନ୍ତ ହେଲା ବିଜେବି କଲେଜ, କ୍ୟାମ୍ପସରେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଅଣଛାତ୍ର

ଭୁବନେଶ୍ବର(କେନ୍ୟୁଜ୍): ପୁଣି ଅଶାନ୍ତ ହେଲା ଭୁବନେଶ୍ୱର ବିଜେବି କଲେଜ । କଲେଜ କ୍ୟାମ୍ପସରେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଅଣଛାତ୍ର । ଆକ୍ରମଣରେ ୩ ଛାତ୍ର ଗୁରୁତର ଆହତ ହୋଇଛନ୍ତି । କ୍ରିକେଟ ଖେଳକୁ ନେଇ କଲେଜ ପରିସରରେ ଗଣ୍ଡଗୋଳ ହୋଇଛି । ସକାଳେ କଲେଜ ଛାତ୍ରମାନେ କ୍ରିକେଟ ଖେଳୁଥିବା…

ବିଜେବି ହାୟର ସେକେଣ୍ଡାରୀ ସ୍କୁଲରେ ଛାତ୍ରଙ୍କୁ ମାଡ ମାରିବା ଘଟଣା: ୪ ଛାତ୍ରଙ୍କୁ ନିଲମ୍ବିତ କଲା କଲେଜ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ବିଜେବି ହାୟର ସେକେଣ୍ଡାରୀ ସ୍କୁଲରେ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ୪ ଛାତ୍ରଙ୍କୁ ନିଲମ୍ବିତ କଲା କଲେଜ। ଏନେଇ କଲେଜ ପରିସରରେ ଲାଗିଲା ନୋଟିସ୍‌। ପୂର୍ବରୁ ୪ ଜଣଙ୍କୁ ଗିରଫ ଘୋଷଣା କରିଥିଲା ପୋଲିସ। ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ନାବାଳକ ଅଛନ୍ତି।…

ବିଜେବି ଛାତ୍ର ମାଡ଼ ଘଟଣା, ୩ ଛାତ୍ରଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର(କେନ୍ୟୁଜ୍‌) : ଭୁବନେଶ୍ୱର ବିଜେବି ହାୟର ସେକେଣ୍ଡାରୀ ସ୍କୁଲରେ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ୩ ଜଣ ଗିରଫ । ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ରଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ । ଅଟକ ଜଣେ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି । ଅନ୍ୟପଟେ ଏହି ଘଟଣାରେ…

ପୁଣି ବିଜେବି କଲେଜ ଛାତ୍ରଙ୍କୁ ରାଗିଂ, ସୁପର ସିନିୟରଙ୍କ ନାଁରେ ଆଣିଲେ ଅଭିଯୋଗ

ଭୁବନେଶ୍ବର(କେନ୍ୟୁଜ୍): ପୁଣି ବିଜେବି କଲେଜ ଛାତ୍ରଙ୍କୁ ର‍୍ୟାଗିଂ ଅଭିଯୋଗ। ବିଜେବି କଲେଜ ଆମ୍ବେଦକର ଛାତ୍ରାବାସରେ ରହୁଥିବା ସୁପର ସିନିୟର ର‍୍ୟାଗିଂ କରିଥିବା ଅଭିଯୋଗ ହୋଇଛି । +୨ ଦ୍ୱିତୀୟ ବର୍ଷର ବାଣିଜ୍ୟ ବିଭାଗର ରୁଦ୍ରନାରାୟଣ ପାତ୍ରଙ୍କୁ ତାଙ୍କ ସୁପର ସିନିଅର ଛାତ୍ର ମାଡ଼…

ବିଜେବି ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣାରେ ମହିଳା କମିସନଙ୍କ ତଦନ୍ତ ଆରମ୍ଭ

ଭୁବନେଶ୍ବର(କେନ୍ୟୁଜ୍): ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣାରେ ମହିଳା କମିସନଙ୍କ ତଦନ୍ତ ଆରମ୍ଭ । ମହିଳା କମିସନର ୩ଜଣିଆ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି । ରୁଚିକା ଆତ୍ମହତ୍ୟା କରିଥିବା ହଷ୍ଟେଲ ରୁମ୍‌ ଦେଖିଛନ୍ତି । ହଷ୍ଟେଲ ୱାଡେନ ଓ କିଛି…

ବିଜେବି କଲେଜ ହଷ୍ଟେଲରେ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲା: ରୁମମେଟ୍‌ ଓ ୱାର୍ଡେନଙ୍କୁ ପଚରା ଉଚରା…

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ବିଜେବି କଲେଜ ହଷ୍ଟେଲରେ ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲାରେ ବରଗଡ଼ ଥାନା ପୋଲିସର ତଦନ୍ତ। ଏସିପିଙ୍କ ନେତୃତ୍ୱରେ ଟିମ୍‌ ଗଠନ କରାଯାଇ ମୃତ ଛାତ୍ରୀ ରୁଚିକାଙ୍କ ରୁମମେଟ୍‌ ଓ ୱାର୍ଡେନଙ୍କୁ ପଚରା ଉଚରା କରାଯାଉଛି। ୧୩୪ ଜଣ ସିନିୟର…

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପଛରେ ‘ର‍୍ୟାଗିଂ’, ୩ ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି…

ଭୁବନେଶ୍ୱର (କେନ୍ୟୁଜ୍): ଭୁବନେଶ୍ୱର ବିଜେବି କଲେଜ ହଷ୍ଟେଲରେ ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପଛରେ ର‍୍ୟାଗିଂ। ରୁଚିକାଙ୍କ ଝୁଲନ୍ତା ମୃତଦେହ ମିଳିବା ସହ ସୁଇସାଇଡ୍‌ ନୋଟ୍‌ ଜବତ ହେବା ପରେ କଲେଜରେ ଉତ୍ତେଜନା ଦେଖାଦେଇଥିଲା। ପରିବାରଲୋକେ ଧାରଣାରେ ବସିଥିଲେ। ସେପଟେ…

ବିଜେବି କଲେଜ ଲେଡିଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ସୁଇସାଇଡ ନୋଟରେ ଲେଖିଛନ୍ତି ସାଂଘାତିକ କଥା

ଭୁବନେଶ୍ବର(କେନ୍ୟୁଜ୍): ବିଜେବି କଲେଜରେ ଲେଡିଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା, ମୃତଦେହ ନିକଟରୁ ସୁଇସାଇଡ଼ ନୋଟ ଜବତ କଲା ପୋଲିସ। ଦୀର୍ଘ ଦିନ ହେବ ତିନିଜଣ ସିନିଅର ନିର୍ଯାତନା ଦେଉଥିବା ସୁଇସାଇଡ ନୋଟରେ  ଉଲ୍ଳେଖ କରିଛନ୍ତି ଛାତ୍ରୀ ଜଣକ।  ସେଥିପାଇଁ ସେ  ଜୀବନ ହାରିଥିବା…

ବିଜେବି କଲେଜ ଷ୍ଟ୍ରଙ୍ଗରୁମ ଆଗରେ ତୁମୂଳକାଣ୍ଡ, ଅଜଣା ବ୍ୟକ୍ତିଙ୍କ ପ୍ରବେଶ ଅଭିଯୋଗକୁ ନେଇ ଉତ୍ତେଜନା

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ଷ୍ଟ୍ରଙ୍ଗ ରୁମରେ ବାହାର ବ୍ୟକ୍ତି ପ୍ରବେଶକୁ ନେଇ ଉତ୍ତେଜନା । କିଛି ସମୟ ପାଇଁ ସିସିଟିଭି ବନ୍ଦ ହେବା ପରେ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଉତ୍ତେଜନା । ତେଣୁ ସେହି ବ୍ୟକ୍ତି କାହିଁକି ପ୍ରବେଶ କରିଥିଲେ ତାହାକୁ ନେଇ ୩୧ ନମ୍ବର ୱାର୍ଡର…