ପ୍ରକାଶ ପାଇଲା ୯ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା
କେନ୍ୟୁଜ(ଓଡ଼ିଶା) : ଆଜି ପ୍ରକାଶ ପାଇଛି ୯ ବିଧାନ ସଭା ଆସନ ପାଇଁ ବିଜେଡିର ୩ୟ ଦଫା ପ୍ରାର୍ଥୀ ତାଲିକା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ ପ୍ରାର୍ଥୀଙ୍କର ନାମ ତାଲିକା ପ୍ରକାଶ କରିଛନ୍ତି । ରେଙ୍ଗାଲିରୁ ସୁଦର୍ଶନ ହରିପାଲ, ରାଉରକେଲା-ସାରଦା ନାୟକ, ବିରମିତ୍ରପୁର- ରୋହିତ ଜେ ତିର୍କୀ,…