ଆଜି ଆସିପାରେ ବିଜେଡିର ନିର୍ବାଚନୀ ଇସ୍ତାହାର ପତ୍ର, ଆଭିମୁଖ୍ୟ ଓ ରଣନୀତି ଉପରେ ନଜର
ଭୁବନେଶ୍ୱରଭ (କେନ୍ୟୁଜ): ଆଜି ବିଜେଡିର ନିର୍ବାଚନୀ ଇସ୍ତାହାର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିରେ ଚକିତ କଲା ଭଳି କିଛି ନିଷ୍ପତ୍ତି ରହିବ । ଏହି ସୂଚନା ଦେଇଛନ୍ତି ବିଜେଡିର ମୁଖ୍ୟ ନିର୍ବାଚନୀ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ୍ । ୨୦୩୪ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟରେ…