ବିଜେଡି ପ୍ରେମରେ ଜଟିଆ କାଳିଆ, ଅତି ଅଜବ ବ୍ୟକ୍ତି ଏଇ ବିଜେଡି ଫ୍ୟାନ୍
କଟକ(କେନ୍ୟୁଜ୍): ଚାରିଆଡେ ଏବେ ନିର୍ଵାଚନୀ ମାହୋଲ । କେବଳ ନେତା,ପ୍ରାର୍ଥୀ,କର୍ମୀ,କାର୍ଯ୍ୟକର୍ତା ବ୍ୟସ୍ତ ନାହାନ୍ତି । ନିର୍ଦିଷ୍ଟ ରାଜନୈତିକ ନେତୃତ୍ୱ ବା ଦଳର ଫ୍ୟାନମାନଙ୍କୁ ବି ଫୁରସତ ନାହିଁ । ପ୍ରଚାର ଅଭିଯାନରେ ଦିନ ରାତି ଏକ କରି ଦେଉଛନ୍ତି ଏମାନେ । ଯେମିତିକି ଏହି ବ୍ୟକ୍ତି ଜଣକ…