ଶଙ୍ଖ ଭବନରେ ନବୀନଙ୍କ ‘ମାନସମନ୍ଥନ’, ହାରିଥିବା ପ୍ରାର୍ଥୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର : ଶଙ୍ଖ ଭବନରେ ନବୀନଙ୍କ ‘ମାନସମନ୍ଥନ’ । ହାରିଥିବା ପ୍ରାର୍ଥୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ବ୍ଲୁ-ପ୍ରିଣ୍ଟ । ୨୦୨୪ ନିର୍ବାଚନ ପରେ ବିଜେଡିକୁ ପୁଣିଥରେ ଗ୍ରାଉଣ୍ଡ ଲେଭଲ୍ ରୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଦଳୀୟ…